👉 ଈଶ୍ଵରୀୟ ଦିବ୍ୟ ଚେତନା 👈 ⚫ ଶୁଭ ରାତ୍ରି ⚫ #💮ପ୍ରେରଣା #😍ପ୍ରେମଭରା ଶୁଭେଚ୍ଛା💚 #🙇ସୁବିଚାର
🩸 ଈଶ୍ଵରୀୟ ଦର୍ଶନ ତତ୍ତ୍ବ 🩸
!!ଅନ୍ଧକାର ଦୁନିଆଁ!!
ମାୟା ର କଳା ବାଦଲ ଢାଙ୍କି ରଖିଛି ଏଇ ସାରା ସଂସାର କୁ। ସମସ୍ତ ଙ୍କ ଆଖି ରେ ମାୟା ର ଅନ୍ଧପୁଟୁଳି,ଅନ୍ଧ ର ଆଖି କୁ ଦର୍ପଣ ର ଆବଶ୍ୟକତା ଯେପରି କିଛି ମୂଲ୍ୟ ରଖି ନଥାଏ ଠିକ୍ ସେହିପରି ଆଜିର ମଣିଷ ମାନେ ସେହି ଅବସ୍ଥାରେ ପହଞ୍ଚି ଅଛନ୍ତି। ସତ୍ୟ କୁ ଦେଖିବାର ସତ୍ ସାହାସ କାହାର ନାହିଁ।
ମାୟା ଟିକୁ ସତ୍ୟ ବୋଲି ଭାବି ଉତ୍ସାହିତ ହେଉଛନ୍ତି, ମାୟା ରେ ଆନନ୍ଦ ନେଉଛନ୍ତି।ଧନ ଗର୍ବ ରେ ମତଓ୍ୱାଲା ହୋଇଛନ୍ତି ସର୍ବେ,ଧନ ଯେ ଈଶ୍ବର ଙ୍କ ଦାନ ଏକଥା କୁ ବୁଝିପାରୁ ନାହାଁନ୍ତି।ଆମେ ରୋଜଗାର କରୁଛୁ କହି ବୁଲୁଛନ୍ତି।
ଏ ଧନ କୋଉଠି ଥିଲା, ଜନ୍ମରୁ ତ କାହିଁ ଆମ ସାଥିରେ ଆସି ନ ଥିଲା ? ଆମ ବାପା ମାଆ ଯାହା ପାଇ ନଥିଲେ ତାହା ଆମକୁ ମିଳିଲା କିପରି ? ଯଦିଓ ମିଳିଛି ତେବେ ତା'ର ସଦୁପଯୋଗ କିପରି ହୋଇ ପାରିବ ସେଇ ଚିନ୍ତା କାହାର ନାହିଁ। ସମସ୍ତେ ଚାହୁଁ ଛନ୍ତି ସୁଖ ସାଗର ରେ ବୁଡ଼ି ରହାବା ପାଇଁ। ବେଳହୁଁ ସତର୍କ ହୁଅନ୍ତୁ, ଧନ କୁ ପୂଣ୍ୟ କର୍ମ ରେ ବ୍ୟବହାର କରନ୍ତୁ।। ଇତି।।
"ଆପଣଙ୍କ ହିତାଭିଳାଷୀ,,
ଆଧ୍ୟାତ୍ମିକ ଜଗତ ର ଅଲୌକିକ ଶକ୍ତି ପ୍ରତିଭା,, ସାଧକ ଭକ୍ତ କବି ଲକ୍ଷ୍ମୀ ଧର,,
🙏ଜୟ ଶ୍ରୀ ଜଗନ୍ନାଥ 🙏