ଚାଳ ଘରୁ ପାଣି ଗଳିବା, କାଠ ଓଦା ହେଲେ ଷ୍ଟୋଭ୍ ଖୋଜିବା, କେରୋସିନ ସରିଗଲେ ଚୁଡ଼ା-ଚିନି ଖାଇ ଲଣ୍ଠନ ଆଲୁଅରେ ରାତି କାଟିବା... ଆଉ ଗାଁର ସେଇ କାଦୁଅ ଭରା ବେହାଲ ରାସ୍ତାର ଦୁଃଖ। ବର୍ଷା ଦିନର ଏହି ବାସ୍ତବତା ଭାବିଲେ ଆଜି ବି ଆଖି ଭିଜିଯାଏ। 💔 ଆଜି ସମୟ ବଦଳିଛି, ଆମେ ଅନେକ ଭଲରେ ଅଛୁ ସତ, ହେଲେ ଅତୀତର ସେଇ ସଂଘର୍ଷ ହିଁ ଆମକୁ ଆଜି ସକ୍ଷମ ବନେଇଛି। କମେଣ୍ଟରେ ଜଣାନ୍ତୁ, ଆପଣଙ୍କ ପିଲାଦିନେ ଲଣ୍ଠନ ଆଲୁଅରେ ବର୍ଷା ରାତି କାଟିବାର ସ୍ମୃତି ମନେଅଛି କି…. Odia Heart Touching Rainy Video, Chala Ghara Barsa Dina Odia, Gariba Ra Barsa Dukha, Odia Rural Odisha Struggle 90s, Nostalgic Odia Sad Script, Lanthana Kerosina Stove Odia, Barsa Dina Kada Rasta Odia
#Instagram #whatsapp