😂😂😂😂🤣🤣🤣🤣😅😅😅 #🔫 PUBG
🔫 PUBG - । ଗୋଟେ ଲୋକ ତା ସ୍ତ୍ରୀକୁ ଚିଠି ଲେଖୁଲା ! । ପ୍ରିୟା , । କଂପାନୀରେ ହରତାଳ ଚାଲିଛି , ଏ ମାସରେ ମୁଁ ଦରମା ପାଇଲି ନାହିଁ । ଟଙ୍କା ବଦଳରେ ୧୦୦ଟା kiss ଦଉଛି . I love you ଇତି ତମର ସିଏ । । କିଛି ଦିନ ପରେ ସ୍ତ୍ରୀର ଚିଠି ଆସିଲା ! ପ୍ରିୟତମ , ତମ ଚିଠି ମିଳିଲା । ତମେ ଟଙ୍କା ବଦଳରେ । ପଠାଇଥିବା ୧୦୦ଟି kiss ପାଇଲି | ସେଥିରୁ ୧୬ଟା kiss ପରିବା ବାଲାକୁ ଦେଲି । ୨୯ଟା kiss school principalଙ୍କୁ ଦେଲି । କ୍ଷୀର ବାଲା ୭ ଟା kiss ରେ । ରାଜି ହେଲାନାହିଁ , ୧୨ଟା kiss ଦେବାକୁ ପଡିଲା । । ଗ୍ୟାସ ବାଲାକୁ ୧୫ଟି Kiss ଦେଇଦେଲି , ବାକି ଆସନ୍ତା ମାସ ନେବ କହିଛି । ଘର ମାଲିକ kiss ରେ ରାଜି ହେଲାନାହିଁ , ତାକୁ Hug କରିବାକୁ ପଡିଲା | ମାସଟା ଆରାମରେ କଟିଗଲା । ଇତି ତୁମର ପ୍ରାଣ ପ୍ରିୟା - ShareChat
50.6k ଜଣ ଦେଖିଛନ୍ତି
3 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post