#⚠️ସେପ୍ଟେମ୍ବର 24 ଗୁରୁତ୍ୱପୂର୍ଣ୍ଣ ଅପଡେଟ 📲 # 💚💚💚ଶୁଭ ସକାଳ💚💚💚 #🌹🌹good morning 🌹🌹 #🌞ସୁପ୍ରଭାତ🌞 #💐ଶୁଭେଚ୍ଛା *ଖବର ଆଜିର, ୨୪ ସେପ୍ଟେମ୍ବର ବୁଧବାର*
====================
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେଲା। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଅଳ୍ପରୁ ମଧ୍ୟମ ବର୍ଷା ହେବ।
ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ପତ୍ନୀ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଇଁ ଚାକିରିକୁ ମନା କରିବା ଦୋଷାବହ ବୋଲି କହିଲେ ଓଡ଼ିଶା ହାଇକୋର୍ଟ
ପୁରୀ ଶ୍ରୀମନ୍ଦିରରେ ଭିତର ରତ୍ନଭଣ୍ଡାରକୁ ୪ଘଣ୍ଟାରେ ସ୍ଥାନାନ୍ତର ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର
ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ା ଗସ୍ତରେ ଆସି ଅମଲିପାଲି ଯୁବ ସମାବେଶରେ ଯୋଗ ଦେବେ
ଜିଏସଟି ୨.୦ ଲାଗୁ ହେବା ସତ୍ତ୍ୱେ ନୁଡୁଲ୍ସ, ପାସ୍ତା ଏବଂ କ୍ୟାଣ୍ଡି ଭଳି ଜିନିଷ ଶସ୍ତା ହୋଇନାହିଁ। ଦୋକାନୀମାନେ ପୁରୁଣା ଷ୍ଟକ୍ କହି ଲୁଟୁଛନ୍ତି। ଶୋଇଛନ୍ତି ଜିଏସଟି କର୍ମଚାରୀ
୬ ମାସ ପର୍ଯ୍ୟନ୍ତ ରାସନ ନନେଲେ କାର୍ଡ ରଦ୍ଦ ହେବ। କେନ୍ଦ୍ର ସରକାରଙ୍କ ନୂତନ ନିୟମ ଲାଗୁହେଲା
ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀମୁହାଣ ପୋତିହେଉଛି, ବାରମ୍ବାର ବଦଳୁଛି ଦିଗ, ମତ୍ସ୍ୟଜୀବୀଙ୍କ ଜୀବିକା ବିପନ୍ନ
ବାଲେଶ୍ଵର ଜଳେଶ୍ବର ପାଖରେ ବିପଦ ସାଜିଛି ସୁବର୍ଣ୍ଣରେଖା ନଦୀ। ଲୋକେ ବିପଦରେ ୧୬.୭୯ କୋଟିର କାମ ଅଟକିଛି
ଓଡ଼ିଆରେ ନାମଫଳକ ଲେଖି ନ ଥିବା ୧୦୦ ବ୍ୟାବସାୟିକ ପ୍ରତିଷ୍ଠାନ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି କହିଲେ ଶ୍ରମ ମନ୍ତ୍ରୀ
ମୟୁରଭଞ୍ଜର ରାଇରଙ୍ଗପୁରେ ପ୍ରତିଷ୍ଠା ହେବ ନୂତନ ଆୟୁର୍ବେଦିକ କଲେଜ, ୮୫ କୋଟି ଖର୍ଚ୍ଚ ହେବ।
ପ୍ରଶ୍ନପତ୍ର ଲିକ ରୋକି ହେଉନି। ତେଣୁ ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଛପାଇବା ପାଇଁ ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ କରିବେ ରାଜ୍ୟ ସରକାର।
ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ବିଜେଡି ଦଳର ଜୋରଦାର ବିକ୍ଷୋଭ। ବ୍ୟାରିକେଡ ଭାଙ୍ଗିଲେ ଜନତା।
କେନ୍ଦ୍ରାପଡା ମହାକାଳପଡ଼ା ସମୁଦ୍ରରେ ବଜ୍ରପାତ ଘଟଣାରେ ନିଖୋଜ ପୁଅର ମୃତଦେହ ଦୁଇ ଦିନ ପରେ ଉଦ୍ଧାର
ବୌଦ୍ଧ ବାଣ ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଅଭିଯୁକ୍ତ ଗିରଫ, ବିପୁଳ ପରିମାଣର ବାଣ ଜବତ।
ମହିଳା କନେଷ୍ଟବଲ ହତ୍ୟାକାଣ୍ଡରେ ନୂଆ ରହସ୍ୟ। ହତ୍ୟା ପଛରେ ଥିଲା ୨୦ ଲକ୍ଷ ଟଙ୍କାର ଚାପ। odiaxpress
ଭୁବନେଶ୍ୱର ସାଂସଦ ଟିକେଟ ନପାଇ, ଦଳୀୟ ନେତାଙ୍କୁ ସମାଲୋଚନା କରି ବିଜେଡି ଦଳରୁ ତଡା ଖାଇଲେ ଶ୍ରୀମୟୀ
କେନ୍ଦ୍ରାପଡା ମହାକାଳପଡ଼ା ତହସିଲଦାର ଭିଜିଲାନ୍ସ ଜାଲରେ। ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଲେ
କନ୍ଧମାଳ କଳିଙ୍ଗା ଘାଟି ରାସ୍ତା ୩୦ ତାରିଖ ଯାଏ ବନ୍ଦ, ସ୍ଥିତି ଅନୁଧ୍ୟାନ କଲାପରେ ନିଷ୍ପତ୍ତି ନିଆଯିବ। odiaxpress
ମୋବାଇଲରେ ମାଗଣା ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ 'mera channel' ଡାଉନଲୋଡ କରନ୍ତୁ
ପଶ୍ଚିମବଙ୍ଗ କଲିକତା ସହର ପ୍ରବଳ ବର୍ଷାରେ ଉବୁଟୁବୁ। ରାସ୍ତାରେ ବନ୍ୟା ପରିସ୍ଥିତି, ଏଯାଏ ୯ ମୃତ।
ଜାତୀୟ ସିନେମା ପୁରସ୍କାର ପାଇଲା ‘ପୁଷ୍କରା’ ଓ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’, ‘ମୋ ବୋଉ, ମୋ ଗାଁ’।
ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ହେଲେ ରାଣୀ ମୁଖାର୍ଜୀ
ଏସିଆ କପ୍ କ୍ରିକେଟରେ ପାକିସ୍ତାନ ବିଜୟୀ, ଶ୍ରୀଲଙ୍କାର କ୍ରମାଗତ ୨ୟ ପରାଜୟ। ଆଜି ଭାରତ -ବାଂଲାଦେଶ ମୁକାବିଲା।
ନୂତନ ଆଧାର ଆପ୍ ଲଞ୍ଚ କରାଯିବ। ବ୍ୟବହାରକାରୀଙ୍କୁ ଆଧାର ସମ୍ବନ୍ଧୀୟ ବିଭିନ୍ନ ଫିଚର୍ସ ପ୍ରଦାନ କରିବ ।
ଫିଲିପାଇନ୍ସରେ ମହାବାତ୍ୟା 'ରାଗାସା' ପ୍ରକୋପରେ ଧ୍ୱଂସଲୀଳା। ଚୀନରେ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଗଲା
====================
ଆଜି ବିଶ୍ୱ କର୍କଟ ଗବେଷଣା ଦିବସ
ଆଜି ବଲିଉଡ ଦିବସ
ଆଜି ବିଶ୍ୱ ଗରିଲା ଦିବସ
ବିଶ୍ୱ ବଧିର ଦିବସ
ଆଜି ଜନ୍ମଦିନ: ଭିକାଜି କାମା, ଚିଦାନନ୍ଦ ସରସ୍ୱତୀ, ମହିନ୍ଦର ଅମରନାଥ, ଆରତୀ ସାହା (ସନ୍ତରଣ), ଅନିତା ରାଉ ବାଦାମି (କାନାଡିଆନ ଲେଖିକା, ରାଉରକେଲା)
ଆଜି ତିରୋଧାନ: ନାନା ସାହେବ, ପଦ୍ମିନୀ (ଅଭିନେତ୍ରୀ)
ଇତିହାସରେ ଆଜି: (୧୯୩୨) ଦଳିତ ଆରକ୍ଷଣ ପାଇଁ ଆମ୍ବେଦକର ଓ ଗାନ୍ଧୀଙ୍କ ଚୁକ୍ତି ସ୍ବାକ୍ଷରିତ/ (୨୦୦୨) ଗୁଜୁରାଟ ଅକ୍ଷରଧାମ ମନ୍ଦିରରେ ଆତଙ୍କୀ ଆକ୍ରମଣ/ (୨୦୦୮) କପିଳ ଦେବଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ/ (୨୦୦୯) ଚନ୍ଦ୍ରାୟଣ-୧ ଦ୍ୱାରା ଚନ୍ଦ୍ରରେ ଜଳ ଆବିଷ୍କାର/ (୨୦୧୪) ଭାରତର ସାଟେଲାଇଟ ଚନ୍ଦ୍ର କକ୍ଷରେ ପ୍ରବେଶ କଲା/ (୧୮୬୯) ଆମେରିକାରେ ଆର୍ଥିକ ସଙ୍କଟ ପାଇଁ 'ବ୍ଲାକ ଫ୍ରାଇଡେ' ହେଲା/ (୧୯୪୮) ହୋଣ୍ଡା ମୋଟର କମ୍ପାନୀ ପ୍ରତିଷ୍ଠା କଲେ ସୋଇଚିରୋ ହୋଣ୍ଡା/ (୨୦୧୫) ସାଉଦୀ ଧର୍ମସ୍ଥଳରେ ଦଳାଚକଟାରେ ୨,୫୦୦ ମୃତ
====================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻