2 मई की न्यूज - ଓଡ଼ିଶାମୁହାଁ ‘ ଫନି ୩ରେ ପୁରୀ ଛୁଇଁପାରେ 172 ଭୁବନେଶ୍ବର , ୨୯ / ୪ ( ଇମିସ ) ; ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁଉଛି ସାମୁଦ୍ରିକ ବାତ୍ୟା । ' ଫନି । ଧୀରେ ଧୀରେ ସମୁଦ୍ରରୁ ବଳ ଗୋଟାଇବା ସହିତ ଏହା ଅତି ଭୀଷଣ ରୂପ ଧାରଣ କରୁଛି । । ପାଣିପାଗ ବିଭାଗର ପୂର୍ବାନୁମାନ ଯଦି ଠିକ୍ ହୁଏ , rn ତେବେ ଏହା ମେ ' ୩ ତାରିଖ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ପୁରୀ ସଂଲଗ୍ନ ଉପକୂଳରେ ମାଡ଼ ହେବା ପୁରୀର ସାତପଡା ଠାରୁ ଚନ୍ଦ୍ରଭାଗା ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ୍ ଦେଖାଉଛନ୍ତି । ସେତେବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ୧୭୫ କିଲୋମିଟରଥାଇପାରୋ ସମୟରେ 222 ଦି0 knots ସମୟରେ ଏହା ୧୯୦ କିଲୋମିଟର ବେଗରେ ଧକ୍କା । ମଧ୍ୟ ଦେବା । ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ , ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ଗୁରାଣ୍ଡି ଦେବ ଓଡ଼ିଶା ଉପକୂଳ 22 - 80 knots DOZ - 70 knots | ଓ ତା ପାଖାପାଖି ଅଞ୍ଚଳ । ୪ ତାରିଖ ପୂର୍ବାହ୍ନ ବେଳକୁ Bay of Berga 3122 - 65 Anos । ଏହାର ପ୍ରକୋପ ଟିକିଏ କମିବା । ଏହା ପ୍ରଭାବରେ ୨ ତାରିଖରୁ ଓଡ଼ିଶା 34002 - 0 Knots ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ଦକ୍ଷିଣ ଓଡ଼ିଶାରେ ମଧ୍ୟ । ପାଣିପାଗ ବିଭାଗର ଚିତ୍ର ସୂଚାଉଛି ଯେ ‘ ପନି ’ ଯେତେ ଆଗକୁ ବଢୁଛି , ଓଡ଼ିଶା ପ୍ରତି ବିପଦ ଆଶଙ୍କା ସେତେ ବଢ଼ିଛି । ପ୍ରଥମେ ତାମିଲନାଡ଼ ପ୍ରତି ବିପଦ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା । ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେବାର ସମ୍ଭାବନା । ସୃଷ୍ଟି ହୋଇଥିଲା । ଗତକାଲି ଅର୍ଥାତ୍ ରବିବାର ଏହା ପୁଣି ଦିଗ ବଦଳାଇ ଦେଇ ଓଡ଼ିଶାକୁ ମୁହଁ କରିଥିଲା । । ତେବେ ଆଜି ସନ୍ଧ୍ୟାରେ ପାଣିପାଗ ବିଭାଗ । ପକ୍ଷରୁ ଜାରି କରାଯାଇଥିବା ସୂଚନାରେ ବାତ୍ୟା ସିଧାସଳଖ ଓଡ଼ିଶାରେ ମାଡ଼ ହେବ ବୋଲି ଦର୍ଶାଇଛି । ଦୂରରେ କେନ୍ଦ୍ରୀଭୂତ ରହିଛି । କେନ୍ଦ୍ରାପଡ଼ା , ଭଦ୍ରକ , ବାଲେଶ୍ବର , ବାରିପଦା ଦେଇ ସମୁଦ୍ରରେ ମଦ୍ଧର ଗତିରେ ଆଗକୁ ବଢ଼ିଥିବା ‘ ପନି ପାଣିପାଗ ବିଭାଗର ଆକଳନ କହୁଛି , ୩ ପଶ୍ଚିମବଙ୍ଗ ଆଡ଼କୁ ବଢ଼ିବା ଅନ୍ୟଥା ନୟାଗ୍ରତ । ଗତ ୬ ଘଣ୍ଟା ହେଲା ୧୧ କିମି ବେଗରେ ଆଗକୁ ତାରିଖ ରାତିରେ ପୁରୀର ସାତପତା ଓ ଚନ୍ଦ୍ରଭାଗା ଦେଇ ଉପକୂଳ ଜିଲ୍ଲାକୁ ଘାଣ୍ଟିବା ସ୍ଥଳ ଭାଗ ଛୁଇଁବା ବଢ଼ିଛି । ରାତି ୮ଟା ସୁଦ୍ଧା ଏହା ଚେନ୍ନାଇଠାରୁ ୭୭୦ ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ । ପରେ ପରେ ବାତ୍ୟାର ବେଗ ଆହୁରି ବ୍ୟାପକ ହେବ | ଓ ଆନ୍ଧ୍ରପ୍ରଦେଶର ମଛଲିପଟନମ୍‌ରୁ ୯୦ କିମି ସମୁଦ୍ର କୂଳେ କୂଳେ ଖୋର୍ଦ୍ଧା , ଜଗତ୍‌ସିଂହପୁର , ବୋଲି କୁହାଯାଉଛି । | > > ଭୀଷଣ ରୂପ ନେଇ ମାଡ଼ିଆସୁଛି । | » ପବନର ବେଗ ୧୯୦ କିମି ଟପିପାରେ । | ସାତପଡ଼ା - ଚନ୍ଦ୍ରଭାଗା ମଧ୍ୟରେ ମାଡ଼ ହେବା | | ପ୍ରଭାବିତ ହୋଇପାରେ ଓଡ଼ିଶାର ୮ ଜିଲ୍ଲା । - ShareChat
1.1k ने देखा
9 महीने पहले
अन्य एप्स पर शेयर करें
Facebook
WhatsApp
लिंक कॉपी करें
डिलीट करें
Embed
मैं इस पोस्ट का विरोध करता हूँ, क्योंकि ये पोस्ट...
Embed Post