#🗞ଓଡ଼ିଶା ନ୍ୟୁଜ
🗞ଓଡ଼ିଶା ନ୍ୟୁଜ - ସରକାର ତମେ ଫାଇନ୍ ଦିଆ 1 - ରାସ୍ତାରେ ଖାଲ ଥିଲେ 50୦୦ ଟଙ୍କା ଫାଇନ୍ । 2 - ଗୋରୁ ଗାଇ ରାସ୍ତାରେ ବୁଲିଲେ । 8000 ଟଙ୍କା ଫାଇନ୍ 3 - ରାସ୍ତା ଉପରେ ଷଣ୍ଡ ଶୋଇଲେ 10 , ୦୦୦ ଟଙ୍କା ଫାଇନ୍ | 4 - ବୁଲା କୁକୁର ପାଇଁ ଆକ୍ସିଡେଣ୍ଟ ହେଲେ । 12 , ୦୦୦ ଟଙ୍କା ଫାଇନ୍ ' 5 - ରାସ୍ତା କଡ଼ରେ ଲାଇଟ୍ ନ ଥିଲେ 15 , ୦୦୦ ଟଙ୍କା ଫାଇନ୍ ' 6 - ବଡ଼ ଗାଡ଼ି ରାସ୍ତା ଉପରେ ଛିଡ଼ା ହୋଇ । ' ରାସ୍ତା ଜାମ କଲେ 20 , ୦୦୦ ଟଙ୍କା ଫାଇନ୍ ' 7 - ରାସ୍ତା ଉପରେ ପାଣି କି କାଦୁଆ ଜମିଲେ 25 , ୦୦୦ ଟଙ୍କା ଫାଇନ୍ ' 8 - ପିଚୁ କିମ୍ବା ଢ଼ଳେଇ ରାସ୍ତା ନ ଥିଲେ । 30 , ୦୦୦ ଟଙ୍କା ଫାଇନ୍ ଦେବେ ସରକାର । - ShareChat
564 ଜଣ ଦେଖିଛନ୍ତି
1 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post