ଝୁଲଣ ଯାତ୍ରା - । ଶ୍ରୀମନ୍ଦିର ଭିତର ବେଢ଼ାର ଦକ୍ଷିଣ ପଟେ ମୁକ୍ତି ମଣ୍ଡପ ନିକଟରେ ଝୁଲଣ କୁଞ୍ଜ ନିର୍ମିତ ହୋଇଥାଏ ୪୫ ଫୁଟ ଲମ୍ବ ଓ ପନ୍ଦର ଉଚ୍ଚତା ବିଶିଷ୍ଟ ଏହି କୁଞ୍ଜଟିର ଛାଞ୍ଚ କାଠରେ ହୋଇଥିବା ବେଳେ ଏହାକୁ ଜରି , ସୋଲ କପଡ଼ାରେ ସଜିତ କରାଯାଇଥାଏ ଝଲା ସହ ଗୋଟିଏ ଦଉଡ଼ି ଲାଗିଥାଏ ଯାହାକୁ ଟାଣିଲେ ଝୁଲା ପ୍ରତିମା ତ୍ରୟ ଝୁଲନ୍ତି ମଧ୍ୟାହ୍ନ ଧୂପ ନୀତି ପରେ ଘର ବାରଣ୍ଡାରେ ଜଗନ୍ନାଥଙ୍କ ଚଳନ୍ତି ମଦନମୋହନ ଶ୍ରୀଦେବୀ ଭୂଦେବୀଙ୍କୁ ବେଶ କରାଯାଇ ଭୋଗ ଅର୍ପଣ ହୁଏ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଦିଆଯିବା ତିନିଜଣ ମହାଜନ ସେବକ ( ବିମାନ ବହୁ ସେବାୟତ ) ପ୍ରତିମାମାନଙ୍କୁ ଜଗମୋହନ ବଟଦାର ଦେଇ କୁଞ୍ଜର ଝୁଲାରେ ବିଜେ କରାନ୍ତି ଝୁଲଣରେ ପଞ୍ଚାପଚାର ପୂଜା ଖଇକୋରା କରାଯିବା ରତ୍ନସିଂହାସନସ୍ଥ ବିଗ୍ରହମାନଙ୍କର ଚନ୍ଦନଲାଗି ସମୟ ଯାଏ ପ୍ରତିମାମାନେ ଅବସ୍ଥାନ କରନ୍ତି ତାହା ପିତୁଳା ଗୁଡ଼ିକୁ ଫେରାଇ ନିଆଯାଏ ଏକାଦଶୀ ଦିନ ମଦନମୋହନଙ୍କ ବେଢ଼ା ପରିକ୍ରମା ସ୍ଵାଭାବିକ ଭାବରେ ଅନୁଷ୍ଠିତ ହେଇ ଭୂଦେବୀଙ୍କ ମଣ୍ଡପକୁ କରାଯାଏ ଶେଷଦିନ ଘଣ୍ଟି ଶଙ୍ଖ ପଞ୍ଚୋପଚାର ବନ୍ଦାପନା ବେଢ଼ାବୁଲି ସିଂହାସନରେ ହୁଅନ୍ତି - ShareChat
3.8k ଜଣ ଦେଖିଛନ୍ତି
1 ବର୍ଷ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post