#🔝ନଭେମ୍ବର 21 ଗୁରୁତ୍ୱପୂର୍ଣ୍ଣ ଅପଡେଟ 🟥 #📰ଦେଶ-ବିଦେଶ ଅପଡେଟ #🗞ଓଡ଼ିଶା ଅପଡେଟ📺 #📢ଲୋକାଲ ସମସ୍ୟା💬
୮-ଶରଧାବାଲି ଦଳାଚକଟା ମାମଲା, ଏସିଏଫଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ।
୯-ଲକ୍ଷ୍ମୀସାଗର:ରାଜଧାନୀରେ ପୁଣି ଥାର କାର ଆତଙ୍କ, ସ୍କୁଟିକୁ ଘୋଷାଡି ନେଲା ୧୦୦ମିଟର।
୧୦-ପୁଣି ଲାଲ ହେଲା ଟମାଟର! ୮୦ ଟଙ୍କାକୁ ପହଞ୍ଚିଲାଣି କେଜି ପିଛା ଦର।
୧୧-ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର, ସାଲିଆସାହି ଉଛେଦ ପରେ ବିଏମସି କମିସନରଙ୍କ ପ୍ରତିକ୍ରିୟା।
୧୨-ନବରଙ୍ଗପୁର:ଦେଖୁଥିଲେ ଶିକ୍ଷକ, ପିଅନ, ଝାଡୁଦାର, ବିଦ୍ୟାଳୟରୁ ଅଳିଆ ସଫା କଲେ ଜିଲ୍ଲା ଶିକ୍ଷା ଅଧିକାରୀ।
୧୩-ମାଲକାନଗିରି:ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ଅଳ୍ପକେ ବର୍ତ୍ତିଲା ୨୫ ଯାତ୍ରୀଙ୍କ ଜୀବନ।
୧୪-ପୁଣି ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଜବତ କଲା ଇଡି: ଏପର୍ଯ୍ୟନ୍ତ ଜବତ ହେଲାଣି ୯ ହଜାର କୋଟି ଟଙ୍କାର ସମ୍ପତ୍ତି, ଭୁବନେଶ୍ୱରରେ ବି ସିଜ୍