#🔝ନଭେମ୍ବର 19 ଗୁରୁତ୍ୱପୂର୍ଣ୍ଣ ଅପଡେଟ 🟥 #🗞ଓଡ଼ିଶା ଅପଡେଟ📺 #🏛ସରକାରୀ ସୂଚନା📢 #📰ଦେଶ-ବିଦେଶ ଅପଡେଟ #📢ଲୋକାଲ ସମସ୍ୟା💬
*ଖବର ଆଜିର*
ତାରିଖ:୧୯/୧୧/୨୫, ବୁଧବାର
୧୧-କେନ୍ଦୁଝରରେ ୧୨ ଘଣ୍ଟିଆ ବନ୍ଦ ଫଳରେ ଯାତାୟାତ ଠପ୍; ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ବିରୁଦ୍ଧରେ ବନ୍ଦ ଡ଼ାକରା ଦେଇଛି ବିଶ୍ବହିନ୍ଦୁ ପରିଷଦ।
୧୨-ନୂଆପଡ଼ାରେ ଆଉ ନାହିଁ କୋଳାହଳ; ନିର୍ବାଚନ ସରିବା ପରେ ସଜବାଜ ହେଲେଣି ଦାଦନ।
୧୩-ଖାଲି ହେବାକୁ ଥିବା ୪ ରାଜ୍ୟସଭା ସିଟ୍ରୁ ୨ଟି ବିଜେପିର କ୍ଲିୟର ; ଗୋଟିଏ ବିଜେଡ଼ିକୁ ଯିବ, ଗୋଟିଏ ସିଟ୍ରେ ସଂଖ୍ୟା ଦ୍ୱନ୍ଦ୍ବ।
୧୪-ଜଗତସିଂହପୁର:ବାଂଲାଦେଶୀ ଚିହ୍ନଟ ପାଇଁ ଆକ୍ସନ ମୋଡ୍ରେ ପ୍ରଶାସନ; ପରିଚୟପତ୍ର ଓ ଆଧାର କାର୍ଡର ଚାଲିଛି ଯାଞ୍ଚ।
୧୫-କଟକ ବଡ଼ ଡ଼ାକ୍ତରଖାନା : ଯକୃତ ପ୍ରତିରୋପଣ ୟୁନିଟ୍ ଅଚଳ,ଉଠାଇନେଲେଣି ୫୦% ଯନ୍ତ୍ରପାତି।
୧୬-ନୂଆଦିଲ୍ଲୀ:ଆଜି ୨୦ କୋଟି ଚାଷୀଙ୍କୁ ମିଳିବ ପିଏମ କିଷାନ ୨୧ତମ କିସ୍ତି।
୧୭-ବୃଦ୍ଧ-ବୃଦ୍ଧାଙ୍କ ଅଣଦେଖା କଲେ ସମାଜ-ସଭ୍ୟତାରେ ଆସିଯିବ ଭୂକମ୍ପ, ବଡ ଚେତାବନୀ ଦେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ।
୧୮-ସଂରକ୍ଷଣର ସୀମା ୫୦ ପ୍ରତିଶତ ନ ଟପୁ, ନଚେତ୍ ନିର୍ବାଚନ ବନ୍ଦ କରି ଦେବୁ; ସୁପ୍ରିମକୋର୍ଟଙ୍କ ଚେତାବନୀ।
୧୯-ଏକ୍ସ ଓ ଚାଟ୍ଜିପିଟି ସର୍ଭର ଡାଉନ୍।ବିଶ୍ଵବ୍ୟାପୀ ଅପଲୋଡ୍ ଏବଂ ପୋଷ୍ଟିଂ ହୋଇପାରୁନି।
୨୦-୨୦ରେ ଶପଥ ନେବେ ନୀତୀଶ, ଯୋଗଦେବେ ପ୍ରଧାନମନ୍ତ୍ରୀ, ମୋହନ ମାଝୀ ହେବେ ସାମିଲ।
🙏 *ସୁପ୍ରଭାତ, ଗୁଡମର୍ଣିଂ 🙏*