@NPatnaikOdisha
@NPatnaikOdisha

Niranjan Patnaik

President, Odisha Pradesh Congress Committee, Ex Cabinet Minister

କଟକ ବସ୍ ଦୁର୍ଘଟଣାରେ ମୃତାହତ ହୋଇଥିବା ଯାତ୍ରୀଙ୍କ ଆତ୍ମୀୟସ୍ବଜନଙ୍କ ପାଇଁ ଗଭୀର ସମବେଦନା | ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରେ କି ଆହତ ହୋଇଥିବା ଯାତ୍ରୀମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ |ମୁଁ ସ୍ଥାନୀୟ କଂଗ୍ରେସ କର୍ମୀମାନଙ୍କୁ ଆଗ୍ରହ କରୁଛି ଯେ, ସେମାନେ ପୀଡ଼ିତମାନଙ୍କୁ ଯଥା ସମ୍ଭବ ସହାୟକ ହେବେ |
#

🗞ଓଡ଼ିଶା ନ୍ୟୁଜ

ଚୌଦ୍ୱାର କଜଳକଣା ନିକଟରେ ଓଲଟିଲା ବସ୍ | OTV Khabar
ଚୌଦ୍ୱାର : କଟକ ଚୌଦ୍ୱାର କଜଳକଣା ନିକଟରେ ଓଲଟିଲା ବସ୍। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ଜଣ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରିଥିଲେ। ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ନୀଳକଣ୍ଠ ନାମକ ଏହି ଘରୋଇ ବସ୍‌ଟି କଟକରୁ ଅନୁଗୁଳ ଯାଉଥିଲା। ରାସ୍ତା କାମ ପାଇଁ ଗଦା ହୋଇଥିବା ବାଲି ଉପରେ ଚଢ଼ିଯିବା ପରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
9.6k views
13 hours ago
ShareChat - Best & Only Indian Social Network - Download Now
Share on other apps
Facebook
WhatsApp
Copy Link
Delete
Embed
I want to report this post because this post is...
Embed Post
Share on other apps
Facebook
WhatsApp
Unfollow
Copy Link
Report
Block
I want to report because