@argusradio
@argusradio

Argus Radio

ଆଇ ଲଭ୍ ଶେୟରଚେଟ୍

04:20 / 313.4 MB
Bhakti Song by RJ Anu - Bobby Anusuya#Lockdown #BobbyAnusuya #RJAnu #🌜ମସ୍ତି ଭରା Night-Show ଭିଡ଼ିଓ🌉
01:52 / 152.3 MB
ସାବିତ୍ରୀ ନା ପତିବ୍ରତା ନାରୀ #Sabitri #Patibrata #Argus Radio
03:51 / 276.3 MB
ମହାମାରୀ କୋରୋନା ଭୂତାଣୁ ଟୀକା ପାଇଁ ଅଶ୍ୱଗନ୍ଧା ଗୁରୁତ୍ୱପୂର୍ଣ୍ଣ । ଦିଲ୍ଲୀ ଆଇଆଇଟି ଓ ଜାପାନର ସୁକୁବା ସ୍ଥିତ ଆଡଭାନ୍ସଡ ଇଣ୍ଡଷ୍ଟ୍ରିଆଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଗବେଷକମାନେ ଏହି ଆଶା ପୋଷଣ କରିଛନ୍ତି । ଅଶ୍ୱଗନ୍ଧା ଓ ଶିଠା ବା ମହଣରେ ରହିଥିବା ପ୍ରାକୃତିକ ଉପାଦାନଗୁଡିକ କୋରୋନା ଭୂତାଣୁ ପ୍ରତିରୋଧୀ ଔଷଧ ଫ୍ରସ୍ତୁତିରେ ଫଳପ୍ରଦ ହେବ ବୋଲି ମୁଖ୍ୟ ଗବେଷକ ପ୍ରଫେସର ଡି ସୁନ୍ଦର ଦୃଢ଼ୋକ୍ତି ବାଢ଼ିଛନ୍ତି.....#Odishanews #Aswagandha #CoronaVirus #Vaccine_Injection #🗞ବ୍ରେକିଙ୍ଗ ନ୍ୟୁଜ
03:00 / 212.4 MB
ବାଲେଶ୍ଵରର ବୁଢାବଳଙ୍ଗ ନଦୀ ଉପରେ ନୂଆକରି ତିଆରି ଚାଲିଥିବା ପୋଲର ସେଣ୍ଟରିଂ ନଦୀରେ ପାଣି ଆସିବା ଯୋଗୁଁ ଧୋଇଯାଇଛି। ଏଠାରେ ଅନ୍ୟ ଏକ ନୂଆ ପୋଲ ତିଆରି ହେଉଥିବାରୁ ନଦୀର ଅଧାକୁ ପୋତି ଦିଆଯାଇଛି। ତେଣୁ ପାଣି ଗୋଟିଏ ପାଖରେ ମାଡ଼ ହେଉଥିବା କାରଣରୁ ତଳୁ ବାଲି ଧୋଇ ହୋଇ ଏପରି ହୋଇଥିବା ଜଣା ପଡ଼ିଛି.... #Balasore #BudhaBalanga #Bridge #Colapsed #🗞ଓଡ଼ିଶା ନ୍ୟୁଜ
03:20 / 22.9 MB
ତାଣ୍ଡବ ରଚିଲା ବାତ୍ୟା ଅମ୍ଫାନ । #CycloneAmphan #ArgusRadio #🌀ବାତ୍ୟା କହର LIVE
04:28 / 322.2 MB
#SalaamWarrior କର୍ତ୍ତବ୍ୟ ଆଗ, ଆଉ ସବୁ ପଛ । କରୋନା ମହାମାରୀ ସଙ୍କଟ ସମୟରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି 7 ମାସର ଗର୍ଭବତୀ ଷ୍ଟାଫ ନର୍ସ । ଆଉ ସଙ୍କଟ ସମୟରେ ନିଜ ଜୀବନକୁ ବାଜି ଲଗାଇ ଜାରି ରଖିଛନ୍ତି ଲଢେଇ...#Nabrangapur #Corona_Warriors #Staff_Nurse #🦠କରୋନା ଅଫିସିଆଲ ନ୍ୟୁଜ☑