@bjd_odisha
@bjd_odisha

Biju Janata Dal

The Official handle of Biju Janata Dal, Odisha. Jo

09:57 / 34.3 MB
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କୋଭିଡ ଯୋଦ୍ଧାଙ୍କ ବହୁମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ଡଙ୍ଗରିଆ, ବଣ୍ଡା ଓ କୋଇଆ ଜନଜାତିଙ୍କ ପକ୍ଷରୁ #BandeUtkalaJanani ଗାନ କରାଯାଇଛି। କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହ ଏହା ଆମ ଓଡ଼ିଆ ଜାତୀୟତାର ବନ୍ଧନକୁ ଆହୁରି ନିବିଡ଼ କରିଛି। #OdishaHonorsCovidWarriors #🙏🏻ବନ୍ଦେ ଉତ୍କଳ ଜନନୀ👼🏻
କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ବିଶ୍ୱରେ ଗୁଞ୍ଜରିତ ହୋଇଛି ଓଡ଼ିଆ ଏକତ୍ଵର ସ୍ୱର #BandeUtkalaJanani। ସମ୍ମିଳିତ କଣ୍ଠରେ ବନ୍ଦେ ଉତ୍କଳ ଜନନୀ ଗାନ କରି ସାରା ବିଶ୍ୱ କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବାକୁ ଜଣାଇଛି ସମ୍ମାନ।#OdishaHonorsCovidWarriors #🙏🏻ବନ୍ଦେ ଉତ୍କଳ ଜନନୀ👼🏻
04:23 / 7 MB
Four and a half crore Odias united to honour the sacrifice our #CovidWarriors who are risking their lives to keep us safe from #COVID19 pandemic. On CM Naveen Patnaik’s appeal, Odias from across the world recited #BandeUtkalaJanani in one voice. #OdishaHonorsCovidWarriors #🙏🏻ବନ୍ଦେ ଉତ୍କଳ ଜନନୀ👼🏻
ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ #BandeUtkalaJanani ଗାନ କରାଯାଇଛି। ଦଳୀୟ ନେତୃବୃନ୍ଦ ଏକ ହୋଇ କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇଛନ୍ତି। #OdishaHonorsCovidWarriors ସୌଜନ୍ୟ- ସମ୍ବାଦ #🙏🏻ବନ୍ଦେ ଉତ୍କଳ ଜନନୀ👼🏻
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୦୫.୩୦ ସମୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରନ୍ତୁ। ଏଥିସହ ନିଜ ଭିଡିଓ ଏବଂ ଫଟୋ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କିମ୍ବା #BandeUtkalaJanani ରେ ଶେୟାର କରନ୍ତୁ। #OdishaHonorsCovidWarriors #🙏🏻ବନ୍ଦେ ଉତ୍କଳ ଜନନୀ👼🏻
04:24 / 5.8 MB
Honouring the hardwork & sacrifice of our Covid Warriors, let's recite #BandeUtkalaJanani together today at 5.30pm. Let's stand in solidarity with those risking their lives for our safety. #OdishaHonorsCovidWarriors #🙏🏻ବନ୍ଦେ ଉତ୍କଳ ଜନନୀ👼🏻
ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମ ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ସମ୍ମାନ ପାଇଁ ଆଜି ସନ୍ଧ୍ୟା ୦୫.୩୦ରେ ଯେଉଁଠାରେ ଥିଲେ ମଧ୍ୟ #BandeUtkalaJanani ସଂଗୀତ ଗାନ କରନ୍ତୁ। ଆସନ୍ତୁ ବର୍ତ୍ତମାନ ସମୟରେ ଏକ ହୋଇ ସେମାନଙ୍କୁ ଉତ୍ସାହିତ କରିବା । #OdishaHonorsCovidWarriors ସୌଜନ୍ୟ-ପ୍ରମେୟ #🦠କରୋନା ଅଫିସିଆଲ ନ୍ୟୁଜ☑