@dharitri_news
@dharitri_news

ଧରିତ୍ରୀ

ଦୈନିକ ‘ଧରିତ୍ରୀ’ ଏବେ ଡିଜିଟାଲ୍‌ ଫର୍ମାଟ୍‌ରେ। ଅନ୍‌ଲାଇନ୍‌ରେ ପଢ଼ନ୍ତୁ ରାଜ୍ୟର କୋଣ ଅନୁକୋଣର ନିଚ୍ଛକ ଖବର। ଏଥିସହ ଦେଶ, ବିଦେଶ, ବାଣିଜ୍ୟ, ଖେଳ, ସ୍ବାସ୍ଥ୍ୟ, ଜୀବନଚର୍ଯ୍ୟା, ମନୋରଞ୍ଜନ, ଭାଗ୍ୟ ଓ ଭବିଷ୍ୟତ ସମ୍ପର୍କିତ ପ୍ରତିଟି ଖବର ଅବିଳମ୍ବେ ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

୩ ବର୍ଷ ପରେ ରାହାନେଙ୍କ ଶତକ
#

ଖେଳ ଖବର

୩ ବର୍ଷ ପରେ ରାହାନେଙ୍କ ଶତକ - Dharitri
ରାଞ୍ଚି,୨୦।୧୦- ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରହାନେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଘରୋଇ ମାଟିରେ ଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ରାହାନେ ୬୯ତମ ଓଭରରେ ପେସର ଆନରିଚ ନର୍ଟଜେଙ୍କ ପ୍ରଥମ ବଲକୁ ଏକ ରନ୍‌ ନେଇ ଶତକ ପୂରଣ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୧୧ତମ ଓ ଘରୋଇ ମାଟିରେ ୪ର୍ଥ ଶତକ। ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ …
165 ଜଣ ଦେଖିଛନ୍ତି
6 ଘଣ୍ଟା ପୂର୍ବରୁ
ମୋଦିଙ୍କ ସହ ସେଲ୍‌ଫି ନେବାକୁ ବ୍ୟଗ୍ର ବଲିଉଡ୍‌ ଷ୍ଟାର
#

🎞ହିନ୍ଦି ଚଳଚ୍ଚିତ୍ର

ମୋଦିଙ୍କ ସହ ସେଲ୍‌ଫି ନେବାକୁ ବ୍ୟଗ୍ର ବଲିଉଡ୍‌ ଷ୍ଟାର - Dharitri
ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ। ତେବେ ଶନିବାର ମୋଦିଙ୍କ ବାସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି ଯୋଗ ଦେଇଥିବା ଜଣାପଡିଛି। ଆଉ ସେହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେସବୁ ଫଟୋର ବିଶେଷତ୍ୱ ହେଉଛି ଫଟୋ ଗୁଡିକ ସେଲ୍‌ଫି। ବିଶ୍ୱ ଦରବାରରେ ଟାଣୁଆ ନେତା ଭାବେ …
173 ଜଣ ଦେଖିଛନ୍ତି
6 ଘଣ୍ଟା ପୂର୍ବରୁ
ଡ଼ାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ କଦଳୀଫୁଲ
#

💪ସ୍ଵାସ୍ଥ୍ୟ ହିଁ ସମ୍ପଦ

ଡ଼ାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ କଦଳୀଫୁଲ - Dharitri
କଦଳୀଫୁଲକୁ ଡ଼ାଇବେଟିସ୍‌ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଉଚିତ୍‌। ଏହା ଦ୍ୱାରା ସର୍କରା ସ୍ତର କମ୍‌ ହୁଏ। ଶରୀରରେ ହିମୋଗ୍ଲୋବିନ ମାତ୍ରାକୁ ବଢ଼ାଏ କାରଣ ଏହା ଫାଇବର୍‌ ଓ ଆଇରନ୍‌ରେ ଭରପୂର। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଏ। ଯାହା କ୍ୟାନ୍‌ସର ପରି ରୋଗର ସମସ୍ୟାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଗର୍ଭାଶୟର ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ। ସୁସ୍ଥ ଗର୍ଭାଶୟ ପାଇଁ କଦଳୀଫୁଲକୁ ଗୋଲମରିଚ ଓ ଜିରା ସହିତ ପାଣିରେ ଫୁଟାଇ ନିଅନ୍ତୁ ଓ …
166 ଜଣ ଦେଖିଛନ୍ତି
7 ଘଣ୍ଟା ପୂର୍ବରୁ
ପ୍ରିୟଙ୍କାଙ୍କ ଫଟୋ ଶେୟାର କରି ଟ୍ରୋଲ୍‌ ହେଲେ ନିକ୍‌
#

🎞ହିନ୍ଦି ଚଳଚ୍ଚିତ୍ର

ପ୍ରିୟଙ୍କାଙ୍କ ଫଟୋ ଶେୟାର କରି ଟ୍ରୋଲ୍‌ ହେଲେ ନିକ୍‌ - Dharitri
ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ବିଦେଶରେ ରହୁଛନ୍ତି। ଦୁଇଦିନ ତଳେ ସେ ନିକ୍‌ଙ୍କ ପାଇଁ କର୍‌ବା ଚୌଥ୍‌ ବ୍ରତ ରଖିଥିଲେ। ତାଙ୍କର ଏହା ପ୍ରଥମ କର୍‌ବା ଚୌଥ୍‌ ଥିଲା। ଏଥିରେ ସେ ଏକ ଲାଲ୍‌ ରଙ୍ଗର ଶାଢ଼ି ଏବଂ ଚୁଡ଼ି ପିନ୍ଧିଥିଲେ। ନିକ୍‌ଙ୍କ ନାଁରେ ହାତରେ ମେହେନ୍ଦୀ ମଧ୍ୟ କରିଥିଲେ। ସ୍ବାମୀ ନିକ୍‌ ପ୍ରିୟଙ୍କାଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଲେଖିଛନ୍ତି, ମୋ’ ସ୍ତ୍ରୀ ଭାରତୀୟ। ସେ ହିନ୍ଦୁ। ମୋତେ ସେ …
176 ଜଣ ଦେଖିଛନ୍ତି
13 ଘଣ୍ଟା ପୂର୍ବରୁ
ରହସ୍ୟମୟୀ ଦ୍ୱୀପ : ଏଠାକୁ ଥରେ ଗଲେ ଆଉ ଫେରନ୍ତିନି ଲୋକେ
#

📰ଦେଶ-ବିଦେଶ ଖବର

ରହସ୍ୟମୟୀ ଦ୍ୱୀପ : ଏଠାକୁ ଥରେ ଗଲେ ଆଉ ଫେରନ୍ତିନି ଲୋକେ - Dharitri
ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟମୟ। ନା ସେ ସ୍ଥାନ ସମ୍ପର୍କରେ ପ୍ରକୃତ ତଥ୍ୟ କେହି ଜାଣିପାରନ୍ତି ନା କିଛି ଦେଖିପାରନ୍ତି। ଏମିତି ଏକ ଦ୍ୱୀପ ରହିଛି ସ୍କଟ୍‌ଲାଣ୍ଡ୍‌ରେ। ଏହାର ନାଁ ‘ଆଇନହାଲୋ’। ଦ୍ୱୀପଟି ଦେଖିବାକୁ ବିଲ୍‌କୁଲ୍‌ ହୃଦୟ ସଦୃଶ। ଏହି ସ୍ଥାନଟି ଖୁବ୍‌ ଛୋଟ। ଯାହା ମାନଚିତ୍ରରେ ପାଇବା କଷ୍ଟକର। ଏହି ଦ୍ୱୀପ ସମ୍ପର୍କରେ କିଛି ରହସ୍ୟମୟ କାହାଣୀ ରହିଛି। ପୌରାଣିକ କଥା ଅନୁସାରେ, ଏହି ଦ୍ୱୀପ ଭୂତ-ପ୍ରେତଙ୍କର। ତେଣୁ …
167 ଜଣ ଦେଖିଛନ୍ତି
13 ଘଣ୍ଟା ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଅନ-ଫୋଲୋ
ଲିଙ୍କ କପି କରନ୍ତୁ
ରିପୋର୍ଟ
ବ୍ଲକ କରନ୍ତୁ
ମୁଁ ରିପୋର୍ଟ କରିବାକୁ ଚାହେଁ କାରଣ,