@dharitri_news
@dharitri_news

ଧରିତ୍ରୀ

ଦୈନିକ ‘ଧରିତ୍ରୀ’ ଏବେ ଡିଜିଟାଲ୍‌ ଫର୍ମାଟ୍‌ରେ। ଅନ୍‌ଲାଇନ୍‌ରେ ପଢ଼ନ୍ତୁ ରାଜ୍ୟର କୋଣ ଅନୁକୋଣର ନିଚ୍ଛକ ଖବର। ଏଥିସହ ଦେଶ, ବିଦେଶ, ବାଣିଜ୍ୟ, ଖେଳ, ସ୍ବାସ୍ଥ୍ୟ, ଜୀବନଚର୍ଯ୍ୟା, ମନୋରଞ୍ଜନ, ଭାଗ୍ୟ ଓ ଭବିଷ୍ୟତ ସମ୍ପର୍କିତ ପ୍ରତିଟି ଖବର ଅବିଳମ୍ବେ ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ଆସନ୍ତୁ ଜାଣିବା ଆଜି ଆପଣଙ୍କ ଦିନଟି କିପରି କଟିବ
#

✋ରାଶିଫଳ ଏବଂ ଜ୍ୟୋତିଷ ଶାସ୍ତ୍ର

ରାଶିଫଳ: ଗୁରୁବାର, ନଭେମ୍ବର ୨୧ ତାରିଖ – Daily Horoscope - Dharitri
ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଅବସ୍ଥାନ କାରଣରୁ ଆପଣଙ୍କ ଉନ୍ନତ ଚିନ୍ତାଧାରା କାର୍ଯ୍ୟକ୍ଷେତ୍ରରେ ସାହାଯ୍ୟ କରିବ । ଅଯଥା ଅର୍ଥବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେଇପାରେ । ବନ୍ଧୁମାନଙ୍କ ସହ ଆଲୋଚନାରୁ ଆଶ୍ୱସ୍ତି ଲାଭ କରିବେ। ଦ୍ୱିଜା ନକ୍ଷତ୍ରର ଅର୍ଥଲାଭ ସାଙ୍ଗକୁ ଯେକୌଣସି କାମରେ ହାତଦେଲେ ନିଶ୍ଚିତ ସଫଳତା ପାଇବେ। ବୃଷ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ଉଦ୍ୟମୀ କରାଇବ କିନ୍ତୁ ଅର୍ଥାଭାବର ଦୁଃପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ। ବନ୍ଧୁମାନେ ସାମୟିକ ସୁଯୋଗକୁ ନିଜର ସ୍ବାର୍ଥ ସାଧନ …
191 ଜଣ ଦେଖିଛନ୍ତି
10 ଘଣ୍ଟା ପୂର୍ବରୁ
ଆସନ୍ତୁ ଜାଣିବା ଆଜି ଆପଣଙ୍କ ଦିନଟି କିପରି କଟିବ
#

✋ରାଶିଫଳ ଏବଂ ଜ୍ୟୋତିଷ ଶାସ୍ତ୍ର

ରାଶିଫଳ: ବୁଧବାର, ନଭେମ୍ବର ୨୦ ତାରିଖ – Daily Horoscope - Dharitri
ମେଷ ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ। ସାଧାରଣ ତର୍କଜନିତ ବିବାଦରୁ ଦୂରେଇ ରହିବା ଭଲ ହେବ। ପାରିବାରିକ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ନତୁବା ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ବୃଷ ଦୃଢ଼ ମନୋବଳ ଯୋଗୁ ଯେକୌଣସି ପରିସ୍ଥିତିରେ ମଧ୍ୟ ପଛକୁ ଫେରି ଚାହିଁବେ …
1.1k ଜଣ ଦେଖିଛନ୍ତି
1 ଦିନ ପୂର୍ବରୁ
ଆସନ୍ତୁ ଜାଣିବା ଆଜି ଆପଣଙ୍କ ଦିନଟି କିପରି କଟିବ
#

✋ରାଶିଫଳ ଏବଂ ଜ୍ୟୋତିଷ ଶାସ୍ତ୍ର

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୯ ତାରିଖ – Daily Horoscope - Dharitri
ମେଷ ଆଜି ସ୍ବଗୃହୀ ଚନ୍ଦ୍ର ଚତୁର୍ଥ ସ୍ଥାନରେ ରହିଥିବାରୁ ବନ୍ଧୁ ମିଳନ ଘଟିବ। ମଙ୍ଗଳ ନିଜ ରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ। ସଭାସମିତିରେ ଯୁକ୍ତିଯୁକ୍ତ ଓ ଅପ୍ରିୟ ସତ୍ୟକଥା ପ୍ରକାଶ କରିବା ଦ୍ୱାରା ସାମୟିକ ସମସ୍ୟା ସୃଷ୍ଟି ହୋଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ । ବୃଷ ତୃତୀୟ ଚନ୍ଦ୍ର ପ୍ରଭାବରୁ ଯାହା କରିବେ କିମ୍ବା କହିବେ ସେଥିରେ ସଫଳତା ନିଶ୍ଚିତ ପାଇବେ। ବିଭିନ୍ନ …
298 ଜଣ ଦେଖିଛନ୍ତି
2 ଦିନ ପୂର୍ବରୁ
ଆସନ୍ତୁ ଜାଣିବା ଆଜି ଆପଣଙ୍କ ଦିନଟି କିପରି କଟିବ
#

✋ରାଶିଫଳ ଏବଂ ଜ୍ୟୋତିଷ ଶାସ୍ତ୍ର

ରାଶିଫଳ: ରବିବାର, ନଭେମ୍ବର ୧୭ ତାରିଖ – Daily Horoscope - Dharitri
ମେଷ ଆଜି କର୍ମକ୍ଷେତ୍ରରେ, ପରିବାରରେ, ମିତ୍ର ବନ୍ଧୁରେ ଆନନ୍ଦମୟ ପରିବେଶ ସୃଷ୍ଟି କରିବ। କିନ୍ତୁ ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ। ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ଆକସ୍ମିକ ଭାବରେ ଆତ୍ମୀୟମାନଙ୍କ ନିକଟରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ବୃଷ ଅନ୍ୟମାନଙ୍କ କାନକୁ ମିଠା ଲାଗିଲା ଭଳି କଥା କହି କାମ ହାସଲ କରିବେ। ବହୁତ ବିଳମ୍ବରେ ହାତକୁ ନେଇଥିବା କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ …
586 ଜଣ ଦେଖିଛନ୍ତି
4 ଦିନ ପୂର୍ବରୁ
ଆସନ୍ତୁ ଜାଣିବା ଆଜି ଆପଣଙ୍କ ଦିନଟି କିପରି କଟିବ
#

✋ରାଶିଫଳ ଏବଂ ଜ୍ୟୋତିଷ ଶାସ୍ତ୍ର

ରାଶିଫଳ: ଶନିବାର, ନଭେମ୍ବର ୧୬ ତାରିଖ – Daily Horoscope - Dharitri
ମେଷ ଅର୍ଥଲାଭ ସାଙ୍ଗକୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି । ପରିବାରରେ ଅଶାନ୍ତି ଦୂରହେବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ସୁଖ ସମ୍ମାନ ପାଇଲେ ସୁଦ୍ଧା ଏକାକୀତ୍ୱ ଅନୁଭବ କରି ଦୁଃଖିତ ହେବେ । ବୃଷ ଆର୍ଥିକ ଦୁଃସ୍ଥିତି ଦୁଶ୍ଚିନ୍ତାର କାରଣ ହେବ, ଅବଶ୍ୟ କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ …
1.4k ଜଣ ଦେଖିଛନ୍ତି
5 ଦିନ ପୂର୍ବରୁ
ଆପଣାନ୍ତୁ ଏହି ସହଜ ଉପାୟ ଘରୁ ପଳାଇବେ ପିମ୍ପୁଡ଼ି,ଜନ୍ଦା…
#

✋ରାଶିଫଳ ଏବଂ ଜ୍ୟୋତିଷ ଶାସ୍ତ୍ର

ଆପଣାନ୍ତୁ ଏହି ସହଜ ଉପାୟ ଘରୁ ପଳାଇବେ ପିମ୍ପୁଡ଼ି,ଜନ୍ଦା... - Dharitri
ଘରେ ପିମ୍ପୁଡ଼ି,ଜନ୍ଦା ହେଲେ ଭାରି ଅସୁବିଧା ହୋଇଥାଏ। ତେବେ କେତେକ ସହଜ ଉପାୟ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଲେମ୍ବୁ ଚୋପାକୁ ପିମ୍ପୁଡ଼ି କିମ୍ବା ଜନ୍ଦା ଆସିବା ଧାଡ଼ିରେ ରଖିଲେ ସେମାନେ ପଳାଇ ଯାଇଥାନ୍ତି। କିମ୍ବା ଲେମ୍ବୁ ରସ ଏବଂ ଲୁଣ ସମାନ ପରିମାଣରେ ମିଶାଇ ପିମ୍ପୁଡ଼ି ଅବା ଜନ୍ଦା ହେଉଥିବା ସ୍ଥାନରେ ପକାଇଲେ ସୁଫଳ ମିଳିଥାଏ। ପିମ୍ପୁଡ଼ି ଏବଂ ଜନ୍ଦା ଧାଡ଼ିରେ ତେଜପତ୍ର ପକାଇଲେ ଏହାର ବାସ୍ନା ସେମାନଙ୍କୁ ଅସହ୍ୟ ହେବାରୁ ସେମାନେ ଚାଲିଯାଇଥାନ୍ତି। …
2.8k ଜଣ ଦେଖିଛନ୍ତି
6 ଦିନ ପୂର୍ବରୁ
ଗଣେଶଙ୍କ ପୂଜାରେ କାହିଁକି ଲାଗେ ନାହିଁ ତୁଳସୀ…
#

✋ରାଶିଫଳ ଏବଂ ଜ୍ୟୋତିଷ ଶାସ୍ତ୍ର

ଗଣେଶଙ୍କ ପୂଜାରେ କାହିଁକି ଲାଗେ ନାହିଁ ତୁଳସୀ... - Dharitri
ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ। ତାଙ୍କ ପୂଜାରେ ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଏ। ଏଇ ଯେମିତି ଦୂବ, ଅରୁଆଚାଉଳ, ଆମ୍ବଡାଳ, ବରକୋଳି ପତ୍ର ଆଦି ଅର୍ପଣ କରାଯାଇଥିାଏ। କିନ୍ତୁ ଗଜାନନଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯାଏ ନାହିଁ। ଏହା ପଛରେ ଏକ ପୌରାଣିକ କାହାଣୀ ବି ରହିଛି। ଜାଣନ୍ତୁ ଏ ସମ୍ପର୍କରେ… ଏକଦା ଗଣେଶ ଧ୍ୟାନମଗ୍ନ ଥିବାବେଳେ ଦେବୀ ତୁଳସୀ ସେହିବାଟ ଦେଇ ଯାଉଥିଲେ। ଗଣେଶଙ୍କ ରୂପରେ ବିମୋହିତ ହୋଇ …
3.1k ଜଣ ଦେଖିଛନ୍ତି
6 ଦିନ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଅନ-ଫୋଲୋ
ଲିଙ୍କ କପି କରନ୍ତୁ
ରିପୋର୍ଟ
ବ୍ଲକ କରନ୍ତୁ
ମୁଁ ରିପୋର୍ଟ କରିବାକୁ ଚାହେଁ କାରଣ,