@news18odia
@news18odia

News18 Odia Digital

news18odia.com ଓଡ଼ିଶାର ସବୁଠୁ ଅଧିକ ବିଶ୍ବସନୀୟ ଓ ଆଦୃତ ଡିଜିଟାଲ ସମ୍ବାଦ ସଂସ୍ଥା । ଆମେ ପ୍ରଦେଶ, ସ୍ୱଦେଶ ଓ ବିଦେଶର କୋଣାନୁକୋଣରୁ ଖବର ଆଣୁ ଓ ପରିବେଷଣ କରୁ । ସଠିକ୍‌ ଖବର ଓ ସମ୍ପୂର୍ଣ୍ଣ ଖବର News18 Odia Digital ର ମୂଳ ମନ୍ତ୍ର ।

ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ବାଇଁ ଜାରେଡ୍ କୁଶନର୍ ବି ଆସୁଛନ୍ତି । ଆଉ ୧୨ ଜଣିଆ ପ୍ରତିନିଧି ଦଳ ବି ଟ୍ରମ୍ପଙ୍କ ସହ ଅଛନ୍ତି । ସକାଳ ୧୧ଟା ୪୫ ମିନିଟରେ ଟ୍ରମ୍ପ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ । ଆଉ୧୧ଟା ୧୦ରେ ପହଞ୍ଚିବେ ପ୍ରଧାନ ମନ୍ତ୍ରୀ ମୋଦି ।
#

ନମସ୍ତେ ଟ୍ରମ୍ପ୍‌

ଆଜି ଭାରତ ଗସ୍ତରେ ଆସି ପହଞ୍ଚୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ ଓ ପତ୍ନୀ ମେଲାନିଆ– News18 Odia
ଆଜି ଭାରତ ଗସ୍ତରେ ଆସି ପହଞ୍ଚୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ ଓ ପତ୍ନୀ ମେଲାନିଆ US President Donald Trump wife Melania reaching India today on first tour Namaste Trump
90 ଜଣ ଦେଖିଛନ୍ତି
54 ମିନଟ ପୂର୍ବରୁ
‘‘ଏମ୍ସରେ ସବୁ ସାଇନବୋର୍ଡ଼ରେ ଓଡ଼ିଆ ଅଛି । ଆମ ଡ଼ାକ୍ତରମାନେ ବି ରୋଗୀଙ୍କ ସହିତ ଓଡ଼ିଆରେ କଥା ହେଉଛନ୍ତି… ନର୍ସିଂ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷର ପାଠ୍ୟକ୍ରମରେ ଏଠି ଓଡ଼ିଆ ପଢାଯାଉଛି,’’ ଇଂରାଜୀରେ କହିଛନ୍ତି ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବଟମାନାବାଣେ ।
#

ଓଡ଼ିଶା ଖବର

ଏମ୍ସରେ ଓଡ଼ିଆ ଭାଷାକୁ ନେଇ ଚ଼ାଲିଥିବା ବିବାଦ ଶେଷ ହେଲା, କିନ୍ତୁ ଆରମ୍ଭ ହୋଇଥିଲା କାହିଁକି?– News18 Odia
ଏମ୍ସରେ ଓଡ଼ିଆ ଭାଷାକୁ ନେଇ ଚ଼ାଲିଥିବା ବିବାଦ ଶେଷ ହେଲା, କିନ୍ତୁ ଆରମ୍ଭ ହୋଇଥିଲା କାହିଁକି? Row over use of Hindi in place of Odia at AIIMS Bhubaneswar Odisha ends after BJD bid
136 ଜଣ ଦେଖିଛନ୍ତି
3 ଘଣ୍ଟା ପୂର୍ବରୁ
ମାତ୍ର କିଛି ଘଣ୍ଟା ବ୍ୟବଧାନରେ ହାତୀ ଆକ୍ରମଣର ଶିକାର ହୋଇ ଗୋଟିଏ ଦିନରେ ଚ଼ାଲିଯାଇଛି ତିନିଟି ନୀରିହ ଜୀବନ । ହାତୀଟି ଏଭଳି ଉତ୍ୟକ୍ତ ହୋଇ ପଡ଼ିଥିଲା ଯେ କେବଳ ଚ଼ାଷ ଜମି ନୁହେଁ, ସେ ଗାଁ ମଝିରେ ପଶି ମଧ୍ୟ ଆତଙ୍କ ସୃଷ୍ଟି କରିଥିଲା । କୋଡ଼ିଏ ପଚ଼ିଶିଟି ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଓ ବନ ବିଭାଗକୁ ଦାୟୀ କରୁଛନ୍ତି ।
#

ଓଡ଼ିଶା ଖବର

ଯାଜପୁର ପରେ ଏବେ ପୁରୀରେ ହାତୀ ଆତଙ୍କ; ଆକ୍ରମଣ କରି ଗୋଟିଏ ଦିନରେ ନେଲା ୩ ଜଣଙ୍କ ଜୀବନ– News18 Odia
ଯାଜପୁର ପରେ ଏବେ ପୁରୀରେ ହାତୀ ଆତଙ୍କ; ଆକ୍ରମଣ କରି ୩ ଜଣଙ୍କ ଜୀବନ ନେଲାଣି Elephant attacks people in Puri district Odisha kills three men in single day
180 ଜଣ ଦେଖିଛନ୍ତି
4 ଘଣ୍ଟା ପୂର୍ବରୁ
ନିଜର ପର୍ନ ଇଣ୍ଡଷ୍ଟ୍ରିରେ ଯୋଗଦେବା ନିଶ୍ଚୟ ବିଷୟରେ ପିତାମାତାଙ୍କ ପ୍ରତିକ୍ରିୟା ବିଷୟରେ କହି ୨୩-ବର୍ଷୀୟା ମିକେଲା କହିଛନ୍ତି ଯେ ତାଙ୍କ ମାତା-ପିତା ଏଥିରେ ‘‘ଆଶ୍ଚର୍ଯ୍ୟ ଚ଼କିତ’’ ହୋଇଛନ୍ତି, କିନ୍ତୁ ସେମାନେ ଏହା ଯୋଗୁଁ ‘‘ଚିନ୍ତିତ’’ ନୁହଁନ୍ତି ।
#

ହଲିଉଡ୍‌

ମହାନ ହଲିଉଡ ନିର୍ଦ୍ଦେଶକ ଷ୍ଟିଭେନ ସ୍ପିଲବର୍ଗଙ୍କ ପାଳିତା କନ୍ୟା ପର୍ନ ଇଣ୍ଡଷ୍ଟ୍ରିରେ ଯୋଗ ଦେଲେ– News18 Odia
ମହାନ ହଲିଉଡ ନିର୍ଦ୍ଦେଶକ ଷ୍ଟିଭେନ ସ୍ପିଲବର୍ଗଙ୍କ ପାଳିତା କନ୍ୟା ପର୍ନ ଇଣ୍ଡଷ୍ଟ୍ରିରେ ଯୋଗ ଦେଲେ Hollywood filmmaker Steven Speilberg adopted daughter Mikaela chooses porn industry
576 ଜଣ ଦେଖିଛନ୍ତି
6 ଘଣ୍ଟା ପୂର୍ବରୁ
ନିର୍ବାଚ଼ନରେ ପରାଜିତ ବହୁ ବିଜେଡି ନେତାଙ୍କୁ ଜିଲ୍ଲା ସଭାପତି ପଦରେ ଥଇଥାନ କରାଯାଇଥିବାରୁ ସେମାନଙ୍କୁ ନବୀନ ପଟ୍ଟନାୟକ ରାଜ୍ୟ ସଭାକୁ ପଠେଇବା ଆଶା କ୍ଷୀଣ ବୋଲି କୁହାଯାଉଛି । ରାଜ୍ୟ ସଭା କ୍ଷେତ୍ରରେ ବିଜେଡି ସବୁବେଳେ ସରପ୍ରାଇଜ୍ ଦେଉଥିବାରୁ ସମସ୍ତଙ୍କ ନଜର ନବୀନଙ୍କ ଉପରେ ଲାଖି ରହିଛି । ପଢ଼ନ୍ତୁ ପୂରା ଖବର ।
#

ଓଡ଼ିଶା ଖବର

କେଉଁ କେଉଁ ନେତାଙ୍କୁ ଏଥର ରାଜ୍ୟ ସଭାକୁ ପଠେଇବେ ବିଜେଡି ସୁପ୍ରିମୋ? ସବୁଠି ଚ଼ାଲିଛି ଚ଼ର୍ଚ୍ଚା– News18 Odia
କେଉଁ କେଉଁ ନେତାଙ୍କୁ ଏଥର ରାଜ୍ୟ ସଭାକୁ ପଠେଇବେ ବିଜେଡି ସୁପ୍ରିମୋ? ସବୁଠି ଚ଼ର୍ଚ୍ଚା Speculation on about which Odisha BJD leaders Naveen Patnaik will send to Rajya Sabha
335 ଜଣ ଦେଖିଛନ୍ତି
6 ଘଣ୍ଟା ପୂର୍ବରୁ
ବିନୟ ଶର୍ମାର ମାନସିକ ସ୍ଥିତିର ଡାକ୍ତରୀ ପରୀକ୍ଷାରୁ ଜଣା ପଡ଼ିଛି ଯେ ସେ ମାନସିକ ବିକାରର ନାଟକ କରୁଛି । ତାକୁ କୌଣସି ମାନସିକ ସ୍ୱାସ୍ଥ୍ୟ ସଂସ୍ଥାନକୁ ଚ଼ିକିତ୍ସା ପାଇଁ ପଠେଇବାର ଆବଶ୍ୟକତା ନାହିଁ ବୋଲି କହି କୋର୍ଟ ତା’ ଆବେଦନକୁ ଖାରଜ କରିବା ପରେ ତା’ ପାଖରେ ଆଉ ଅନ୍ୟ ପନ୍ଥା ନାହିଁ । ପଢ଼ନ୍ତୁ ପୂରା ଖବର ।
#

ନିର୍ଭୟା କାଣ୍ଡ

ନିର୍ଭୟା ମାମଲା: ଦୋଷୀ ବିନୟ ପାଗଳାମିର ଛଳନା କରୁଛି ବୋଲି ସ୍ପଷ୍ଟ ହେଲା; ଫାଶୀ ପାଇବା ନିଶ୍ଚିତ– News18 Odia
ନିର୍ଭୟା ମାମଲା: ଦୋଷୀ ବିନୟ ପାଗଳାମିର ଛଳନା କରୁଛି ବୋଲି ସ୍ପଷ୍ଟ ହେଲା; ଫାଶୀ ପାଇବା ନିଶ୍ଚିତ Court rejects Nirbhaya case convict Vinay Sharma application on insanity
194 ଜଣ ଦେଖିଛନ୍ତି
8 ଘଣ୍ଟା ପୂର୍ବରୁ
ଅଘଟଣ ବିଷୟରେ ଜାଣିବା ପରେ ସମବେଦନା ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନୟକ । ମୃତକଙ୍କ ପରିବାରକୁ ଚ଼ାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ସେ । ଆହତ ବାଳକଟିର ମାଗଣା ଚ଼ିକିତ୍ସା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
#

ଓଡ଼ିଶା ଖବର

ଗଞ୍ଜାମରେ ଅଘଟଣ: ପାଳ ଘର କରି ଖେଳୁଥିବା ବେଳେ ନିଆଁ ଲାଗି ତିନି ଜଣ ପିଲା ମୃତ– News18 Odia
ଗଞ୍ଜାମରେ ଅଘଟଣ: ପାଳ ଘର କରି ଖେଳୁଥିବା ବେଳେ ନିଆଁ ଲାଗି ତିନି ଜଣ ପିଲା ମୃତ Three children burnt to death while playing in straw house in Ganjam Odisha another injured
157 ଜଣ ଦେଖିଛନ୍ତି
10 ଘଣ୍ଟା ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଅନ-ଫୋଲୋ
ଲିଙ୍କ କପି କରନ୍ତୁ
ରିପୋର୍ଟ
ବ୍ଲକ କରନ୍ତୁ
ମୁଁ ରିପୋର୍ଟ କରିବାକୁ ଚାହେଁ କାରଣ,