@npatnaikodisha
@npatnaikodisha

Niranjan Patnaik

President, Odisha Pradesh Congress Committee, Ex Cabinet Minister

ପ୍ରଚାର ସମୟରେ କଂଗ୍ରେସ ଦଳ ପ୍ରତି ସ୍ନେହ ଏବଂ ଭଲପାଇବା ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ଧନ୍ୟବାଦ । #👻ରାଜ୍ୟ ରାଜନୀତି
ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଭୂମିଷ୍ଠ ପ୍ରଣାମ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ କରିବା ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ। ତାଙ୍କର ତ୍ୟାଗ ଓ ବଳିଦାନ ପାଇଁ ସେ ଆମର ଚିରସ୍ମରଣୀୟ ହୋଇ ରହିଥିବେ। #👻ରାଜ୍ୟ ରାଜନୀତି
କଂଗ୍ରେସର ଗ୍ୟାରେଣ୍ଟି : ସରକାରୀ ବିଦ୍ୟାଳୟ, ଡାକ୍ତରଖାନା ଓ ଅନ୍ୟାନ୍ୟ ଅନୁଷ୍ଠାନର ୟୁନିଫର୍ମ ସ୍ଥାନୀୟ ବୁଣାକାରମାନଙ୍କଠୁ ଆଣିବା  ବାଧ୍ୟତାମୂଳକ ହେବ । #👻ରାଜ୍ୟ ରାଜନୀତି
ଭଣ୍ଡାରିପୋଖରୀ ରେ ଅନ୍ତିମ ପର୍ଯ୍ୟାୟ ର ପ୍ରଚାର। ଲୋକ ମାନଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ସମର୍ଥନ ପାଇ ମୁଁ ବହୁତ ଖୁସି। #👻ରାଜ୍ୟ ରାଜନୀତି
କଂଗ୍ରେସର ଗ୍ୟାରେଣ୍ଟି : ବର୍ଷା ଜଳ ସଂରକ୍ଷଣ, ନୂତନ ଓ ଆଧୁନିକ ପଦ୍ଧତିରେ ଜଳ ସଂରକ୍ଷଣ ଏବଂ ରାଜକୋଷିୟ ପ୍ରୋତ୍ସାହନ ଦ୍ୱାରା ପାରମ୍ପରିକ ଜଳ ଉତ୍ସ ଗୁଡ଼ିକର ପୁନରୁତ୍ଥାନ କରାଯିବ । #👻ରାଜ୍ୟ ରାଜନୀତି
କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଓଡ଼ିଶା ସ୍ବାଗତ କରୁଛି। ଆଜି ରେମୁଣାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ। #👻ରାଜ୍ୟ ରାଜନୀତି