@odishalive
@odishalive

Odisha LIVE

"ଓଡିଶା ଲାଇଭ"

ଗୋଟିଏ ଦିନରେ ଯାଜପୁରରେ ଚିହ୍ନଟ ହେଲେ ୧୭ ପଜିଟିଭ୍। ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୪୨କୁ ବୃଦ୍ଧି। ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ? #🦠କରୋନା ଅଫିସିଆଲ ନ୍ୟୁଜ☑
ଭଦ୍ରକରେ ଚିହ୍ନଟ ହେଲେ ଆଉ ୪ କରୋନା ପଜିଟିଭ୍। ଏଥିସହିତ ଏପ୍ରିଲ ୨୪ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ? #🦠କରୋନା ଲାଇଭ▶
ଅନ୍ୟ ରାଜ୍ୟରୁ ଓଡ଼ିଶା ଫେରିଲେ ପଞ୍ଜୀକରଣ ସହ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ। #🦠କରୋନା ଅଫିସିଆଲ ନ୍ୟୁଜ☑
ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଛୁଇଁଲା। ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ? #🦠କରୋନା ଅଫିସିଆଲ ନ୍ୟୁଜ☑
01:34 / 117.3 MB
କରୋନା ସମୟରେ ମତ୍ସ୍ୟ ଓ ପ୍ରାଣୀ ସଂପଦର ବିକାଶ | Dr. Arun Kumar Sahoo on Marine Production in Odisha #🏘️ମୋ ଓଡ଼ିଶା
01:57 / 145.7 MB
କରୋନା ସମୟରେ:ରବି ଫସଲ, ପନିପରିବା ଓଉଦ୍ୟାନ ଚାଷ | Dr. Arun Kumar Sahoo on Rabi crops in Odisha #🦠କରୋନା ଡରନା😃
ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ହେଲେ ୧୩ ନୂଆ ପଜିଟିଭ୍। ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି। ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ? #🦠କରୋନା ଅଫିସିଆଲ ନ୍ୟୁଜ☑