@sccreators_odia
@sccreators_odia

ଶେୟରଚେଟ କ୍ରିଏଟର ଟିପ୍ସ

କ୍ରିଏଟର ପାଇଁ ଟିପ୍ସ !

00:13 / 131.8 KB
ଠିକ ସମୟରେ ପୋଷ୍ଟ କରିବା(ଉଦାହରଣ ସ୍ୱରୂପ ରାତି 8ଟାରେ) ଏବଂ ସଠିକ ଟେଗରେ ପୋଷ୍ଟ କରିବା ଦ୍ୱାରା ଅଧିକ ଲୋକ ଏହି ପୋଷ୍ଟ ଜରିଆରେ ଜୁଡ଼ିପାରିବେ, ଯେଉଁମାନେ ପ୍ରକୃତରେ ଆପଣଙ୍କ ପୋଷ୍ଟରେ ରୁଚି ରଖନ୍ତି| ଆପଣ ଯଦି ଭୁଲ ଟେଗରେ ପୋଷ୍ଟ କରନ୍ତି, ତେବେ ଅଧିକ ଲୋକ ତାହା ଦେଖି ନପାରନ୍ତି ଏବଂ ଆପଣଙ୍କୁ ଲାଇକ ଏବଂ ଶେୟର ମଧ୍ୟ ନମିଳିପାରେ #📡ଟେକ୍ନୋଲୋଜି
00:10 / 93 KB
ପୋଷ୍ଟ ପାଇଁ ଏକ ରୋଚକ ଏବଂ ଉଚିତ କେପସନ, ଆପଣଙ୍କୁ ଅଧିକ ଲାଇକ ଏବଂ ଶେୟର ଦେଇଥାଏ| ପୋଷ୍ଟ କରିବା ସମୟରେ କେପସନ ଲେଖିବାକୁ ବିଲକୁଲ ମଧ୍ୟ ଭୁଲନ୍ତୁ ନାହିଁ| ଅଧିକ ଫୋଲୋଅର ପାଇବା ପାଇଁ କେପସନ ଶେଷରେ ନିଜ ଦର୍ଶକଙ୍କୁ ଫୋଲୋ କରିବାକୁ କୁହନ୍ତୁ| #📡ଟେକ୍ନୋଲୋଜି
00:08 / 93.3 KB
ଏକ ସୁନ୍ଦର ପ୍ରୋଫାଇଲ ଆପଣଙ୍କୁ ଅଧିକ ଫୋଲୋଅର ଦେଇପାରେ| ଅଧିକରୁ ଅଧିକ ଲୋକଙ୍କୁ ନିଜ ପ୍ରୋଫାଇଲ ପ୍ରତି ଆକର୍ଷିତ କରିବା ପାଇଁ ନିମ୍ନଲିଖିତ ପ୍ରଣାଳୀ ଏବେ ହିଁ  ଆପଣନ୍ତୁ :- (1) ଏକ ମସ୍ତ ପ୍ରୋଫାଇଲ ଫୋଟୋ ଅପଲୋଡ଼ କରନ୍ତୁ| (2) ଏପରି ଏକ ପ୍ରୋଫାଇଲ ନାମ ଏବଂ ନିକ-ନାମ ରଖନ୍ତୁ, ଯାହା ଅନ୍ୟମାନେ ସହଜରେ ଖୋଜି ପାଇପାରିବେ| (3) ନିଜ ବିଷୟରେ ଦର୍ଶାଉଥିବା ଅଥବା ଆପଣ କେଉଁ ପ୍ରକାର ପୋଷ୍ଟ କରୁଛନ୍ତି ତାହା ନିଜ ଷ୍ଟାଟସ ଜରିଆରେ ଜଣାନ୍ତୁ| #📡ଟେକ୍ନୋଲୋଜି