@sharechatodia
@sharechatodia

ShareChat Odia

ଯାନ୍ତ୍ରିକ ତୃଟି ଏବଂ ସୂଚନା ପାଇଁ ଇ-ମେଲ କରନ୍ତୁ odia@sharechat.co ରେ |

ପ୍ରେମ ହେଉଛି ଶାଶ୍ୱତ, ଚିରନ୍ତନ, ନୈସର୍ଗିକ। ପ୍ରେମ ମାନେ’ନା ବାଧା ବିଘ୍ନ। ମାନେ’ନା ସୀମା ସରହଦ। ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା। ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ। ଶେଷରେ ଭାଲେଣ୍ଟାଇନ୍‌ ଡେ ର ଅପେକ୍ଷାର ଅନ୍ତ ହୋଇଛି| ପ୍ରେମର ଏହି ଦିନ ପାଳିବାକୁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ। ଭଲ ପାଉଥିବା ସାଥୀକୁ ଆପଣାର କରିବା ପାଇଁ ସମସ୍ତେ ବ୍ୟସ୍ତ। କିନ୍ତୁ ଶେୟରଚେଟ୍ ପାଇଁ ଆପଣମାନେ ହିଁ ହେଉଛନ୍ତି ପ୍ରକୃତ ଭାଲେଣ୍ଟାଇନ| ଶେୟରଚେଟ୍ କୁ ବହୁତ ଭଲପାଇବା ଦେଇଥିବାରୁ ଆପଣ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ| ଏହି ଦିବସ ଉପଲକ୍ଷେ ଶେୟର କରନ୍ତୁ କିଛି ଲଭ ସଙ୍ଗସ, ଲଭ ଶାୟରୀ, ନିଜର ଲଭ ଷ୍ଟୋରି ତଥା ନିଜ ଭାଲେଣ୍ଟାଇନ ସହିତ ସେଲ୍ଫି ଶେୟରଚେଟ୍ ସହିତ|
#

❤️ଭାଲେଣ୍ଟାଇନ ଡେ

❤️ଭାଲେଣ୍ଟାଇନ ଡେ - ShareChat
72.7k views
6 days ago
Share on other apps
Facebook
WhatsApp
Copy Link
Delete
Embed
I want to report this post because this post is...
Embed Post
Share on other apps
Facebook
WhatsApp
Unfollow
Copy Link
Report
Block
I want to report because