@sharechatsakhiodia
@sharechatsakhiodia

ଶେୟରଚେଟ୍ ସଖୀ

ଶେୟରଚେଟ୍ ସଖୀ ଖାସ ଶେୟରଚେଟ୍ ମହିଳାମାନଙ୍କ ସେବାରେ!!!!

"ସଧବା ନାରୀ କେହି କେବେ । ଏ ଓଷା ଆରମ୍ଭିବେ ଯେବେ ॥ ସାବିତ୍ରୀ ପରି ଭାଗ୍ୟବତୀ । ହୋଇ ସେ ଲଭିବେ ସୁଖ୍ୟାତି ॥" #🙏ସାବିତ୍ରୀ ବ୍ରତ କଥା
ଆଜିର ସ୍ପେଶାଲ ସୁପର ସଣ୍ଡେ କ୍ୟାଲେଣ୍ଡର | #💐ରବିବାର ସ୍ପେଶାଲ💐
ShareChat କୁଇନ୍ସ.....ଆପଣ ରେଡ଼ି ତ ?... ଆଜି କରିବା ଢ଼େର ସାରା ଗପସପ...ଠିକ 4 ଟା ବେଳେ🤩 #🎤ଚେଟ୍ ରୁମ Live▶
00:26 / 1.5 MB
ଆମେ ସଂପୂର୍ଣ୍ଣା, ଆମେ ଶକ୍ତି...ଆମେ ଚେତନା, ଆମେ ଜାଗୃତି...! ଆମେ ଆଜିର ନାରୀ ମହିଳା ଦିବସର ଅନେକ ଶୁଭେଚ୍ଛା💐 #👱🏻‍♀️ଅନ୍ତରାଷ୍ଟ୍ରୀୟ ମହିଳା ଦିବସ👩🏻
👩‍💼ନାରୀର ଭୂମିକା ଆମ ଜୀବନରେ ଅନେକ...ତାଙ୍କ ସମ୍ମାନରେ ଶେୟର କରନ୍ତୁ ଆମ ସହ ନିଜ ପ୍ରିୟ ମହିଳାଙ୍କ ସହ ଏକ ଫୋଟୋ..😊 #🧚‍♀️ପ୍ରିୟ ମହିଳା ସହିତ ସେଲ୍ଫି
🙅‍♀️ଆଜିର ନାରୀ ସବୁ କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଗକୁ ବଢୁଛନ୍ତି, ଯଦି ଆପଣ ମଧ୍ୟ ଏଥିରେ ଏକମତ ତେବେ ଏହିପରି ଫୋଟୋ ଶେୟର କରନ୍ତୁ ଆମ ସହ #🙅‍♀️ଆମେ ବି କମ ନୁହଁ ଟେଗ ରେ #🙅‍♀️ଆମେ ବି କମ ନୁହଁ !!
ବନ୍ଧୁ କେମିତି ବିତିଲା 2020 ନୁଆବର୍ଷର ପ୍ରଥମ ଦିନ...ନିଜ ମସ୍ତ ମସ୍ତ ସେଲ୍ଫି  🤳, ଫୋଟୋ ଏବଂ ଭିଡ଼ିଓ 📷 ଶେୟର କରିଦିଅନ୍ତୁ ନିଜ ବନ୍ଧୁଙ୍କ ସହ 🖼 "#କେମିତି ମନେଇଲେ 1 Jan 2020" ଟେଗରେ 😎 #😎କେମିତି ମନେଇଲେ 1 Jan 2020🎆