@theargus
@theargus

TheArgus

ଆଇ ଲଭ୍ ଶେୟରଚେଟ୍

Join Live chat with "Raw Star" @Aakash Mohanty and music director Sudeep Prabhu & Lyricist Sameet Patnaik on 26th May 3:30pm Only On The Argus.in #🗞ଓଡ଼ିଶା ନ୍ୟୁଜ
01:37 / 122.4 MB
କ୍ବାରେନଣ୍ଟାଇନ ସେଣ୍ଟରରେ ମଦର ଆସର । ସଙ୍ଗରୋଧରେ କେନ୍ଦ୍ରରେ ରହି ମଦ ପିଇବାରେ ବ୍ୟସ୍ତ ଯୁବକ । କେବଳ ଯେ ମଦ ପିଉଛନ୍ତି ତାହା ନୁହେଁ ନିଜ କାରନାମାର ସେଲଫି  ମଧ୍ୟ ନେଉଛନ୍ତି । ଏହାସହ ସମସ୍ତେ ଏକାଠି ବସି ମଦର ମଜା ବି ନେଉଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ତେବେ ଏହି ଭିଡ଼ିଓଟି କେନ୍ଦୁଝର ଘଷିପୁରା ଖଲଣା ପଞ୍ଚାୟତ  ସଂଗରୋଧ ଗୃହର... #🗞ଓଡ଼ିଶା ନ୍ୟୁଜ
01:10 / 77 MB
କଟକରେ ପୁଣି ସାମ୍ନାକୁ ଆସିଲା ଅମାନବିକତା । ଦୁଷ୍ଟାମୀ ପାଇଁ ନିଜର କୋମଳମତି ଶିଶୁକୁ ଚେଙ୍କ ଦେଇଦେଲା ମା । କେବଳ ସେତିକି ନୁହେଁ ମାର ବର୍ବରତା ଏତେ ବଢ଼ିଯାଇଥିଲା ଯେ   ପିଲାର ଗୋଡ଼ ବାନ୍ଧି ଚେଙ୍କ ଦେବାକୁ ବି ପଛାଇ ନଥିଲା ।  ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି କଟକ କାଠଯୋଡ଼ି ବିହାର ଅଞ୍ଚଳରେ । ଗତ କାଲି ଶିଶୁ ଟିର ମା ଶିଶୁଟିକୁ ଗୋଡ଼ ବାନ୍ଧି ବାଡେଇବା ସହ ଚେଙ୍କ  ଦେଇଥିଲା... #🗞ଓଡ଼ିଶା ନ୍ୟୁଜ
03:49 / 275.3 MB
ଅପରାଜୟ ନରେନ୍ଦ୍ର । ଲୋକପ୍ରିୟତାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅସ୍ତିତ୍ୱ ହରାଇଛନ୍ତି ବିରୋଧୀ ।  2014 ସାଧାରଣ ନିର୍ବାଚନ ପରେ ବିଜେପିର ବିପୁଳ ବିଜୟ ସହ NDA ସରକାର ଗଠନ କରିଥିଲା । ସେତେବେଳେ ବିରୋଧୀ ଦଳଙ୍କ ଉପସ୍ଥିତି ଥିଲା ବା ଦେଖିବାକୁ ମିଳୁଥିଲା । ମାତ୍ର 5 ବର୍ଷ ପରେ, ଯେତେବେଳେ 2019ରେ ପୁନର୍ବାର ମୋଦି କ୍ଷମତାକୁ ଆସିଲେ , ସେତେବେଳେ ବିରୋଧୀଙ୍କୁ ଲାଗିଥିଲା ଶକ୍ତ ଝଟକା... #📰ଦେଶ-ବିଦେଶ ଖବର
ହାତ ଟେକି ଦେଲେ ସରକାର , ସ୍ବତନ୍ତ୍ର ଆଲୋଚନା... ଆଜି ରାତି 9:30 ରେ #🗞ଓଡ଼ିଶା ନ୍ୟୁଜ
04:01 / 95.4 MB
ସରିଛି ରମଜାନ ମାସ । ଆଜି ପବିତ୍ର ଇଦ ପର୍ବ । ପ୍ରତିଟି ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଆଜି ଦିନ ଟି ବେଶ ଗୁରୁତ୍ୱ ବହନ କରିଥାଏ । ମାତ୍ର ଚଳିତବର୍ଷ କୋରୋନା ପାଇଁ ଲକଡାଉନ ଯୋଗୁଁ ଇଦ ପାଳନ ପୂର୍ବ ବର୍ଷ ପରି ହୋଇପାରିନି । ଧର୍ମାନୁଷ୍ଠାନ ବନ୍ଦ ରହିଥିବାରୁ ସମସ୍ତ ମସଜିଦ କି ଇଦଗାହରେ ନାମାଜ ପାଠ ହୋଇପାରି ନାହିଁ । ସବୁଠି ଝୁଲିଥିଲା ତାଲା । ମୁସଲମାନ ଭାଇ ଭଉଣୀ ମାନେ ଘରେ ରହି ଇଦର ନମାଜ ପଢିବା ସହିତ ଏହି ମହାବିପତ୍ତିକୁ ଦୂର କରିବା ପାଇଁ ପ୍ରାର୍ଥନା କରିଥିଲେ.... #🗞ଓଡ଼ିଶା ନ୍ୟୁଜ
02:43 / 63.3 MB
ରାଜ୍ୟରେ ଅସହ୍ୟ ତାତି । ଜଳୁଛି ଟିଟଲାଗଡ଼ । ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି ।  13ଟି ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ  । ଆସନ୍ତା 5 ଦିନ ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ... #🗞ଓଡ଼ିଶା ନ୍ୟୁଜ