💡 ज्ञान की बातें
#

💡 ज्ञान की बातें

168 ने देखा
1 दिन पहले
#

💡 ज्ञान की बातें

115 ने देखा
1 दिन पहले
#

💡 ज्ञान की बातें

*🌹ଜଣେ ହିନ୍ଦୁ ହୋଇ ଶ୍ରୀ ମଦ୍ ଭାଗବତ ଗୀତା ବିଷୟରେ ନିଶ୍ଚୟ କିଛି ଜାଣିବା ଦରକାର।*🌹 *ଓଁ-* ଗୀତା କିଏ କାହାକୁ ଶୁଣାଇ ଥିଲେ ? *ଉ-* ଶ୍ରୀ କୃଷ୍ଣ ଅର୍ଜୁନ ଙ୍କୁ ଶୁଣାଇ ଥିଲେ। *ଓଁ-* କେବେ ଶୁଣାଇ ଥିଲେ ? *ଉ-* ଆଜିକୁ ପ୍ରାୟ ୭ ହଜାର ବର୍ଷ ଆଗେ। *ଓଁ-* କେଉଁ ବାରରେ ଗୀତା ଶୁଣାଇ ଥିଲେ ? *ଉ-* ରବିବାର। *ଓଁ-* କୋଉ ତିଥିରେ ? *ଉ-* ଏକାଦଶୀ। *ଓଁ-* କୋଉଠି ଶୁଣାଇଥିଲେ ? *ଉ-* କୁରୁକ୍ଷେତ୍ର ର ଯୁଦ୍ଧ କ୍ଷେତ୍ରରେ। *ଓଁ-* କେତେ ସମୟରେ ଶୁଣାଇ ଥିଲେ ? *ଉ-* ପାଖା ପାଖି ୪୫ ମିନିଟରେ। *ଓଁ-* କାହିଁକି ଶୁଣାଇ ଥିଲେ ? *ଉ-* କର୍ତ୍ତବ୍ୟ ରୁ ଓହରି ଯାଇଥିବା ଅର୍ଜୁନ ଙ୍କୁ କର୍ତ୍ତବ୍ୟ ଶିଖାଇବା ପାଇଁ ଓ ଭବିଷ୍ୟତ ରେ ମାନବ ସମାଜକୁ ଧର୍ମ ବିଷୟକ ଜ୍ଞାନ ଶିଖିବା ଲାଗି। *ଓଁ-* ଗୀତାରେ କେତେ ଅଧ୍ୟାୟ ? *ଉ-* ୧୮ ଅଧ୍ୟାୟ। *ଓଁ-* କେତୋଟି ଶ୍ଳୋକ ଅଛି ? *ଉ-* ୭୦୦ ଶ୍ଳୋକ। *ଓଁ-* ଗୀତାରେ କେଉଁ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ? *ଉ-* ଜ୍ଞାନ-ଭକ୍ତି-କର୍ମ ଯୋଗ ର ବିସ୍ତୃତ ବ୍ୟାଖ୍ୟା କରାଯାଇଛି।ଏହି ମାର୍ଗରେ ଚାଲିଲେ ଜଣେ ବ୍ୟକ୍ତି ପରମ ପଦର ଅଧିକାରୀ ହୋଇପାରିବ। *ଓଁ-* ଗୀତାକୁ ଅର୍ଜୁନଙ୍କ ଛଡା କିଏ କିଏ ଶୁଣିଥିଲେ ? *ଉ-* ଧ୍ରୁତରାଷ୍ଟ୍ର ଓ ସଞ୍ଜୟ। *ଓଁ-* ଅର୍ଜୁନ ଙ୍କ ଆଗରୁ ଗୀତାର ପାବନ ଜ୍ଞାନ କାହାକୁ ମିଳିଥିଲା ? *ଉ-* ଭଗବାନ ସୂର୍ଯ୍ୟ ଦେବତାଙ୍କୁ। *ଓଁ-* ଗୀତାର ଗଣନା କୋଉ ଧର୍ମ ଗ୍ରନ୍ଥରେ ମିଳେ ? *ଉ-* ଉପନିଷଦ ରେ। *ଓଁ-* ଗୀତା କେଉଁ ମହାଗ୍ରନ୍ଥର ଭାଗ ଅଟେ ? *ଉ-* ଗୀତା ମହାଭାରତର ଶାନ୍ତି ପର୍ବର ଏକ ଭାଗ ଅଟେ। *ଓଁ-* ଗୀତାର ଅନ୍ୟ ନାମ କଣ ? *ଉ-* ଗୀତୋପନିଷଦ। *ଓଁ-* ଗୀତାର ସାର କଣ ? *ଉ-* ପ୍ରଭୁ ଶ୍ରୀ କୃଷ୍ଣଙ୍କର ଶରଣ ଯିବା। *ଓଁ-* ଗୀତାରେ କିଏ କେତେ ଶ୍ଳୋକ କହିଥିଲେ ? *ଉ-* ଶ୍ରୀ କୃଷ୍ଣ- ୫୭୪, ଅର୍ଜୁନ- ୮୫, ଧୃତରାଷ୍ଟ୍ର- ୧ ଓ ସଞ୍ଜୟ- ୪୦। ନିଜର ଯୁବ ସମାଜକୁ ଗୀତା ବିଷୟରେ ଜାଣିବା କଥା ଅଧିକରୁ ଅଧିକ ଲୋକଙ୍କୁ ସେୟାର କରନ୍ତୁ। *🙏ଜୟ ଶ୍ରୀ କୃଷ୍ଣ।*🙏
249 ने देखा
2 दिन पहले
#

💡 ज्ञान की बातें

269 ने देखा
4 दिन पहले
अन्य एप्स पर शेयर करें
Facebook
WhatsApp
लिंक कॉपी करें
डिलीट करें
Embed
मैं इस पोस्ट का विरोध करता हूँ, क्योंकि ये पोस्ट...
Embed Post