📝ରଥଯାତ୍ରା କବିତା ଚ୍ୟାଲେଞ୍ଜ

📝ରଥଯାତ୍ରା କବିତା ଚ୍ୟାଲେଞ୍ଜ

Rathayatra Kavita Challenge
#

📝ରଥଯାତ୍ରା କବିତା ଚ୍ୟାଲେଞ୍ଜ

119 ଜଣ ଦେଖିଛନ୍ତି
1 ମାସ ପୂର୍ବରୁ
#

📝ରଥଯାତ୍ରା କବିତା ଚ୍ୟାଲେଞ୍ଜ

*ରଥ ଯାତ୍ରା ପାଇଁ ଲେଖି ଦେଲି ଦି ପଦ* 🙏 ⚫❗⚫ 🙏 *ଓଡ଼ିଶା ରାଇଜେ ଘର ଯେ ମୋହର* *ସଂସ୍କୃତି ର ଅଟେ ଗନ୍ତାଘର* *କଳା ନୈପୁଣ୍ୟ ରେ ପରିପୂର୍ଣ ସିଏ* *ସାହା ହୁଏ କଳା ଠାକୁର* ⚫❗⚫ *ବାର ମାସକୁ ତେର ଯାତ ଏଠି* *କେତେ ଯେ ହର୍ଷ ଉଲ୍ଲାସ* *ବରଷ କୁ ଥରେ ରଥ ଯାତରା* *କାଳିଆ ଦେଖିବା ଆସ* ⚫❗⚫ *ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ* *ଦେଉଳ କୁ ତୁମେ ଛାଡ଼ି ଦିଅ* *ଘଣ୍ଟ ହୁଳହୁଳି ଶବଦ ଭିତରେ* *ବଡ଼ ଦାଣ୍ଡ ରେ ଗଡ଼ି ଯାଅ* ⚫❗⚫ *ଆଗେ ବଳଭଦ୍ର ମଝିରେ ସୁଭଦ୍ରା* *ଶେଷରେ କାଳିଆ ଭାଇ* *ବଡ଼ ଦେଉଳ ରୁ ଗୁଣ୍ଡିଚା ଘରକୁ* *ଯାଆନ୍ତି ଟାହିଆ ହଲେଇ* ⚫❗⚫ *ପୃଥିବୀ ବିଖ୍ୟାତ ଏଇ ପରବ ଯେ* *ପରମ୍ପରା ଅଟେ ବିଚିତ୍ର* *ରଥ ଯାତରା ରେ କାଳିଆ ଦର୍ଶନେ* *ମନ ହୋଇ ଯାଏ ପବିତ୍ର* ⚫❗⚫ *ସୁଖେ ଦୁଃଖେ ସଦା ସାହା ହେଇ ଥାଅ* *ତୁମେ ଅନାଥ ର ନାଥ* *ଭକତି ଭାବରେ ଥରୁ ଟିଏ କୁହ* *ଜୟ ଜଗନ୍ନାଥ ଜୟ ଜଗନ୍ନାଥ* ⚫❗⚫ 🙏 *ଶୁଭାଶିଷ* 🙏 #📝ରଥଯାତ୍ରା କବିତା ଚ୍ୟାଲେଞ୍ଜ
2.8k ଜଣ ଦେଖିଛନ୍ତି
1 ମାସ ପୂର୍ବରୁ
#

📝ରଥଯାତ୍ରା କବିତା ଚ୍ୟାଲେଞ୍ଜ

375 ଜଣ ଦେଖିଛନ୍ତି
1 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post