#Me Too
ତନୁଶ୍ରୀ ଦତ୍ତ- ନାନା ପାଟେକର  : ୨୦୦୮ରେ ନାନା ପାଟେକର ଓ ତନୁଶ୍ରୀ ଦତ୍ତା ‘ହର୍ଣ୍ଣ ଓକେ ପ୍ଲିଜ୍’ ଫିଲ୍ମରେ ଅଭିନୟ କରୁଥିବା ସମୟରେ ଏକ  ଆଇଟମ୍ ନମ୍ବରର ପିକଚରାଇଜେସନ୍ ଚାଲିôଥବାବେଳେ ତନୁଶ୍ରୀଙ୍କୁ ଅଙ୍ଗ ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲେ ନାନା । ତନୁଶ୍ରୀ କହିଥିଲେ ଯେ, ନାନା ପାଟେକର ତାଙ୍କୁ ନିଜ ବାହୁବନ୍ଧନରେ ଛନ୍ଦି ରଖି ଡ୍ୟାନ୍ସ ଷ୍ଟେପ୍ ଶିଖାଇଥିଲେ। ନାନା ତାଙ୍କ ସହିତ ବେଶି ଅନ୍ତରଙ୍ଗ ହେବାର ଦେଖି ତନୁଶ୍ରୀ କୌଣସି ମତେ ନାନା ପାଟେକରଙ୍କ ବାହୁବନ୍ଧନରୁ ନିଜକୁ ମୁକ୍ତ କରି ଭ୍ୟାନିଟି ଭ୍ୟାନ୍ରେ ପଶିଗଲେ।ଏହି ଘଟଣାକୁ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ତନୁଶ୍ରୀ ଜୁମ୍ ଟିଭିରେ ଏହି କଥାର ଖୁଲାସା କରିଥିଲେ ଏବଂ ନାନାଙ୍କ ନାଁରେ ଅଭିଯୋଗ କରିଥିଲେ ।
#

#Me Too

#Me Too - ShareChat
5.9k ଜଣ ଦେଖିଛନ୍ତି
10 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post