🏡ମୋ ଅଞ୍ଚଳର ସମସ୍ୟା
#

🏡ମୋ ଅଞ୍ଚଳର ସମସ୍ୟା

159 ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
#

🏡ମୋ ଅଞ୍ଚଳର ସମସ୍ୟା

311 ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
#

ମୋ ଅଞ୍ଚଳର ସମସ୍ୟା

473 ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
#

ମୋ ଅଞ୍ଚଳର ସମସ୍ୟା

କ୍ରମଶଃ....... Chilka ନିର୍ଵାଚନ ମନ୍ଡଳୀ ପାଇଁ ଧ୍ୟାନ ଦିଅନ୍ତୁ । 3- Health-ବାଲୁଗାଁ PHC କୁ କେବେ ଦେଖିବେ? bed,fan, toilets ଆଦିର ବ୍ୟବସ୍ଥା ଦେଖି ଆପଣ ଦୁଃଖୀ ହୋଇଯିବେ। ବାଲୁଗାଁ/ଵାଣପୁର area ରେ ଅନ୍ତତଃ 50 bed. ର hospital ଟିଏ ଅତ୍ୟନ୍ତ ଆବଶ୍ୟକ ଅଛି। emergency case ରେ ତଥା ଅତ୍ୟାଧୁନିକ hospital ହେଲେ ସ୍ଥାନୀୟଜନସାଧାରଣ ଲାଭବାନହେବେ। 4-ରୋଜଗାର- କୃଷି ପ୍ରଧାନ area ଦୃଷ୍ଟିରୁ କୃଷି କାର୍ଯ୍ୟ ଅତିରିକ୍ତ ପରମ୍ପରାଗତ trade,ମହିଳା ମାନଙ୍କପାଇଁ ଗୃହ/କୁଟୀର ଶିଳ୍ପ,ଶିକ୍ଷିତ ବେରୋଜଗାର ପାଇଁ ଉପଲବ୍ଧ ସ°ସାଧନ,ମା°ଗ ଆଧାରିତ eco friendly ଶିଳ୍ପ ସ୍ଥାପନା ପାଇଁ ରାଜ୍ୟସରକାର/କେନ୍ଦ୍ର ସରକାରଙ୍କ schemes କୁ ପ୍ରଚାର ପ୍ରସାର କରି ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଯେମିତି ଲାଭବାନ ହେବେ ପ୍ରୟାସ କରନ୍ତୁ। 5-Tourist destination ର ଉନ୍ନୟନ- କଳିଯୁଗେଶ୍ୱର ମ°ଦିର ଠାରୁ ଵଡ଼କୁଳ ପର୍ଯ୍ୟନ୍ତ ଚିଲିକା ହ୍ରଦ କୂଳରେ ମେରିନ୍ ଡ୍ରାଇଭ୍ ନିର୍ମାଣ, ଆ°ଚଳିକ ଧାର୍ମିକ, ପ୍ରାକୃତିକ ସ୍ଥାନ କୁ ଭିତ୍ତି କରିtourist triangle ର ପରିଯୋଜନା ସ୍ୱାଗତଯୋଗ୍ୟ ପଦକ୍ଷେପ ହେବ।ପରିଣାମ ସ୍ୱରୂପ ଅ°ଚଳ ରେ ରୋଜଗାର ବଢ଼ିବାରେ ସହଯୋଗ ହେବ। କ୍ରମଶଃ.........
2.8k ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
#

ମୋ ଅଞ୍ଚଳର ସମସ୍ୟା

1.4k ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
#

ମୋ ଅଞ୍ଚଳର ସମସ୍ୟା

3.4k ଜଣ ଦେଖିଛନ୍ତି
4 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post