🔡ନାମ ଅକ୍ଷର ଚ୍ୟାଲେଞ୍ଜ
ଶେୟରଚେଟ୍ ଖାସ ଆପଣମାନଙ୍କ ପାଇଁ ନେଇଆସିଛି ନାମ ଅକ୍ଷର ବେକଗ୍ରାଉଣ୍ଡ ଯାହା ଦ୍ୱାରା ଆପଣ ତାହା ବ୍ୟବହାର କରି ପୋଷ୍ଟ କରିପାରିବେ ନିଜ ପସନ୍ଦର ନାମ ଅକ୍ଷର| ତେବେ ଆଉ ଡେରି କାହିଁକି??? ବନାନ୍ତୁ ଏବଂ ପୋଷ୍ଟ କରନ୍ତୁ ନାମ ଅକ୍ଷର ଶେୟରଚେଟ୍ ର ମସ୍ତ ମସ୍ତ ବେକଗ୍ରାଉଣ୍ଡ ସହିତ!!!! ଚାଲନ୍ତୁ ଶିଖବା କିପରି??? 1. ଶେୟରଚେଟ୍ ଏପ ଖୋଲି ନିମ୍ନରେ ଥିବା ପ୍ଲସ ବଟନରେ କ୍ଲିକ କରନ୍ତୁ| 2. ତାହାପରେ ଟେକ୍ସଟ ବଟନ ରେ କ୍ଲିକ କରନ୍ତୁ| 3. ନାମ ଅକ୍ଷର ବେକଗ୍ରାଉଣ୍ଡ ରେ କ୍ଲିକ କରି ନିଜ ପସନ୍ଦର ଏକ ବେକଗ୍ରାଉଣ୍ଡ ଚୟନ କରନ୍ତୁ| 4. ନାମ ଅକ୍ଷର ଟାଇପ କରି ତାହାପାଇଁ ଉପଯୁକ୍ତ ଟେଗ ଚୟନ କରନ୍ତୁ ଏବଂ ପୋଷ୍ଟ କରିଦିଅନ୍ତୁ|
#

🔡ନାମ ଅକ୍ଷର

🔡ନାମ ଅକ୍ଷର - ShareChat
110.1k ଜଣ ଦେଖିଛନ୍ତି
5 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post