କାଳୀ ପୂଜା
#

କାଳୀ ପୂଜା

💌💌💌💌💌💌💌💌💌💌💌 ଦୀପାବଳି ଏକ ବାଣ ଫୁଟାଇବା ବା ଶବ୍ଦର ପର୍ବ ନୁହେଁ ଏହା ଏକ ଆଲୋକର ପର୍ବ । ଦୀପ ଯେମିତି ଅନ୍ଧାରକୁ ଆଲୁଅ କରି ସମାଜକୁ ଏକ ବାର୍ତ୍ତା ଦିଏ, ସେମିତି ଅଯଥା ବାଣ ଫୁଟାଇ ଟଙ୍କା ନଷ୍ଟ କରନ୍ତୁ ନାହିଁ, ଶବ୍ଦ ପ୍ରଦୂଷଣ,ବାୟୁ ପ୍ରଦୂଷଣ କରନ୍ତୁ ନାହିଁ । ଅନାଥ ଗରିବମାନଙ୍କୁ କିଛି ଦାନ କରି ଖୁସି ବାଣ୍ଟି ସମାଜକୁ ଏକ ବାର୍ତ୍ତା ଦିଅନ୍ତୁ । ସ୍ୱଦେଶୀ ନିର୍ମିତ ଜିନିଷ ବ୍ୟବହାର କରନ୍ତୁ ଯାହା ଦ୍ଵାରା ଆମ ଦେଶର ଧନ ଆମ ଦେଶରେ ରହିବ ଏବଂ ଆପଣଙ୍କ ଟଙ୍କାରେ ସେମାନେ ବି ଦୀପାବଳି ପାଳନ କରିପାରିବେ ଏବଂ ତାଙ୍କ ପରିବାର ଚଳିପାରିବ । ନିଜେ ପରିବର୍ତ୍ତନ ହୁଅ ସମାଜକୁ ପରିବର୍ତ୍ତନ କର । ମୋ ତରଫରୁ ସମସ୍ତଙ୍କୁ ଅନୁରୋଧ ନିରାପଦରେ ପ୍ରଦୂଷଣମୁକ୍ତ ଦୀପାବଳି ପାଳନ କରନ୍ତୁ । 🙏🙏🙏🙏🙏🙏🙏🙏🙏🙏 *ଶୁଭ ଦୀପାବଳି* 💚💛❤💚❤💛💚❤💛💚❤
761 ଜଣ ଦେଖିଛନ୍ତି
9 ମାସ ପୂର୍ବରୁ
ଅନ୍ୟ ଏପ୍ ରେ ଶେୟର କରନ୍ତୁ
Facebook
WhatsApp
ଲିଙ୍କ କପି କରନ୍ତୁ
ଡିଲିଟ କରନ୍ତୁ
Embed
ଏହି ପୋଷ୍ଟକୁ ମୁଁ ରିପୋର୍ଟ କରିବାକୁ ଚାହେଁ, କାରଣ..
Embed Post