ଜୟ ମା ଦୁର୍ଗା

ଜୟ ମା ଦୁର୍ଗା

#

ଜୟ ମା ଦୁର୍ଗା

🙏ମାଆ ମହିଷା ମର୍ଦ୍ଦିନୀ🙏 🙏🌺🌺🌺🌺🌺 ଜଗତ ଜନନୀମାଆସିଂହ ବାହିନୀ ମହିଷା ମର୍ଦ୍ଦିନୀ ମାଆ, ଶକ୍ତିସ୍ୱରୂପିଣୀ ବିପଦ ଭଞ୍ଜିନୀ ଆମ ଜୀବନର ସାହା । ଜାୟାରୂପେ ମାତା ପ୍ରୀତି ଦେଇଅଛୁ ତୋ ପାଖେ ସବୁ ସମ୍ଭବ, ମାତା ରୂପେ ତୁହି ଜନନୀ ବୋଲାଉ ତୋ ପରି କିଏ ସେ ହେବ । ମହିଷା ସୁରକୁ ବଧଯେ କରିଲୁ ପୃଥିବୀକୁ ଉସ୍ୱାସିଲୁ, ସବୁ ଦେବାଦେବୀ ଭୟଭୀତଥିଲେ ଶକ୍ତି ରୂପେ ପ୍ରକଟିଲୁ । ଦୁର୍ଗା ନାମଟିକୁ ଧାରଣ କରିଣ ଶୁମ୍ଭ ନିଶୁମ୍ଭ ବଧିଲୁ, ଗୁଣ ସବୁ ତୋର ମୁଖେଉଚ୍ଚାରିଲେ ମୁରୁକିଯେ ହସୁଥିଲୁ । ତୋଆଖିଚାହାଣୀ ମନନିଏ କିଣି ଭକ୍ତ ହୁଏ ଉଲ୍ଲାସିତ, ବରଷ ଜାକର ଅନ୍ତିମ ଇଚ୍ଛାକୁ ପ୍ରକାଶ କରେ ଯେ ଭକ୍ତ । ତୋ ଦୟାବଳରେ ସବୁଦେବାଦେବୀ ପୂଜା ମଣ୍ଡପେ ବସନ୍ତି, ବ୍ରାହ୍ମଣରମନ୍ତ୍ର ହୋମ ଆଉ ଜଜ୍ଞ ତୋ ଆଗେ ବସି କରନ୍ତି । ବଡପୂଜା ଆଜିସଭିଙ୍କ ମୁଖରେ ମା'ଙ୍କୁ କରିବେ ଦର୍ଶନ, ଦୁଃଖ ପାପସବୁ ମାଆ ହରିନେବେ ପଶିବୁ ମାଆର ଶରଣ । ଭକ୍ତଗଣଙ୍କୁ ମାଆ ଦିଅଆଶୀର୍ବାଦ ହିଂସା କ୍ରୋଧ ନରଖନ୍ତୁ, ତବନାମଟିକୁ ମୁଖେ ଉଚ୍ଚାରିଣ ସୁଖେ ଦିନ କାଟୁ ଥାନ୍ତୁ ।
1.8k views
5 months ago
#

ଜୟ ମା ଦୁର୍ଗା

SIGNIFICANCE OF THE NINE DAYS: Day 1 of the Navratri celebrates goddess Shailputri. This avatar of goddess Durga is the embodiment of the collective power of Brahma, Vishnu and Mahesh. The goddess in this avatar is worshipped as the consort of Shiva. Day 2 of the festival celebrates goddess Brahmcharini, the second avatar of Maa Durga. She is blissful and endows happiness, peace, prosperity and grace. Filled with bliss and happiness, she is the way to emancipation or moksha. Day 3 of the nine-day festival of Navratri celebrates goddess Chandraghanta. She represents beauty and grace and is worshipped on the third day for peace, tranquility and prosperity in life. She is the symbol of bravery. Day 4 of the festival celebrates goddess Kushmunda. This avatar of the goddess is considered the creator of the universe. It is believed that she created the universe through laughter. Day 5 of Navratri 2018 celebrates goddess Skand Mata. She is the mother of Skanda, or Karthikeya, who was chosen by the gods as their commander-in-chief in the war against the demons. The goddess represents the vulnerability of a mother who can fight anyone when the need arises to protect her child. Day 6 of the Navratri celebrates goddess Katyayani. The goddess was born to the great sage, Kata, as an avatar of Durga. Dressed in orange, she exhibits immense courage. Day 7 of the festival celebrates goddess Kalratri. This avatar of the goddess has dark complexion, disheveled hair and a fearless posture. She is the most fierce form of goddess Durga, and she is dressed in white, a colour that represents peace and prayer. Day 8 of the festival celebrates goddess Maha Gauri. The eighth avatar of Maa Durga represents intelligence, peace, prosperity and calm. Day 9 of the festival of Navratri celebrates goddess Siddhidatri. The goddess is known for having supernatural healing powers. The goddess is represents blissful state of mind, just like the sky on a clear day. People celebrate these nine days by keeping fasts and dressing up in different colours of the auspicious days.
561 views
5 months ago
#

ଜୟ ମା ଦୁର୍ଗା

🙏 ଜୟ ମାଆ ମହିଷା ମର୍ଦ୍ଦିନୀ 🌹🌹🌹🌹🌹🌹 ମହିଷା ମର୍ଦ୍ଦିନୀ ମାସିଂହ ବାହିନୀ ଜଗତ ଉଦ୍ଧାର ମୟୀ, ଧରାକୁ ଆସିବୁ ଚାହିଁରହିଥାନ୍ତି ଭକ୍ତ ଗଣତୋର ସେହି । ବସୁମାତା ମଧ୍ୟଧନ୍ୟ ହୋଇଥାଏ ଧାରଣ କରିଣ ତୋତେ, ଆନନ୍ଦ ଉଲ୍ଲାସେ କଚିଯାଏ ଦିନ ଭାସନ୍ତି ତୋ ପ୍ରେମ ସ୍ରୋତେ। ଶକ୍ତି ସ୍ୱରୂପିମୀ ମହିଷା ମର୍ଦ୍ଦିନୀ ଜଗତ ଜନନୀ ମାଆ, ନାରୀ ଅପବାଦ ସହି ନପାରିଣ ତା ପାଖେ ହେଲୁଯେ ଠିଆ । ସମାଜେ ଦୃଷ୍ଟାନ୍ତ ଦେଇଅଛୁ ମାତା ଅବଳା ନୁହେଁଯେ ନାରୀ, ନରରୃପୀ ଏହିମହିଷାସୁରକୁ ଡର ନାହିଁ ଆଉ କାହାରି । ସବୁ ଦେବାଦେବୀ ସହାୟ ହୋଇଲେ ତାଙ୍କଠାରୁ ଶକ୍ତି ନେଲୁ, ମଣିଷ ସମାଜେ ଶିକ୍ଷା ଦେବାପାଇଁ ତାହା ମଧ୍ୟ ଜଣାଇଲୁ । ନାରୀ ଅପବାଦ ଧ୍ୱଂସର ପ୍ରତୀକ ମନେଟି ରଖିବା ପାଇଁ, ଅପବାଦପରା ନାରୀଟି ପାଇଲେ ସହାୟ ହୁଅନ୍ତି ସାଇଁ । ସର୍ବଶକ୍ତିମାନ ଥିଲା ଯେ ଅସୁର ମାରିବାଟା ଅସମ୍ଭବ, କୁ କର୍ମର ଫଳ ଭୋଗିଲା ଅସୁର ମାଆ କରିଲେ ସମ୍ଭବ । ଆଦିଶକ୍ତି ମାତା ମହିଷା ମର୍ଦ୍ଦିନୀ ତୋ ପାଦେ ଶରଣ ଦିଅ, ଭକତି ଭାବଟି ଘେନ ଆଦିମାତା ଆଶୀର୍ବାଦ ଦେଉଥାଅ ।
877 views
5 months ago
#

ଜୟ ମା ଦୁର୍ଗା

ମାଆ ଦଶଭୁଜା 🐾🐾🐾🐾🐾🐾🐾 ଶାରଦୀ ଶରତେ ମାଆ ମୋର ହସେ ପାର୍ବଣ ସମ୍ଭାରେ ମଜି ; ପୂଜାମଣ୍ଡପରେ ଅର୍ଘ୍ୟବତୀ ଜଳେ ଭକ୍ତ ଜନ ଆସେ ଖୋଜି !! ରମ୍ୟ ରୂପକାନ୍ତି ମାଆର ସୁଖ୍ୟାତି ଅଳଙ୍କାରେ ସୁଶୋଭିତ ; ସଜ୍ଜିତ ତୋରଣ କିଣେ ଜନ ମନ ଦର୍ଶନରେ ଜନ ସ୍ରୋତ !! ଘଣ୍ଟ ହୁଳହୁଳି ପଡଇ ଉଚ୍ଛୁଳି ଭକତିର ନିଦର୍ଶନ ; ପୂଜା ମଣ୍ଡପରେ ଶଙ୍ଖ ଧ୍ୱନି ଶୁଭେ ଶୁଭସନ୍ଧ୍ୟା ଆବାହନ !! ମୁଖରୁ ନିସୃତ ବ୍ରାହ୍ମଣର ମନ୍ତ୍ର ପବିତ୍ରତା ଭରି ଦିଏ ; ମାଆ ଦଶଭୁଜା ପାଆନ୍ତିତ ପୂଜା ମନପ୍ରାଣ ମୋହି ନିଏ !! ନବାନ୍ନ ଗ୍ରହଣ ହରେ ଜନ ମନ ଲକ୍ଷ୍ମୀରୂପେ ବିରାଜିତ ; କରୁଣା ମୟୀର ଅକୁଣ୍ଠିତ ଦାନ ହସଇ କୃଷକ କ୍ଷେତ !! ମଙ୍ଗଳ ଆଳତୀ ଭକତି ପୀରତି ମାଆର ସମୃଦ୍ଧି ମିତ ; ମୃଦଙ୍ଗ କାହାଳୀ ବାଜେତ ମହୁରୀ ପାଦ ପୂଜା ହୁଏ ନିତ୍ୟ !! ପୁଷ୍ପେ ବିମଣ୍ଡିତ ମାଆର ମଣ୍ଡପ ଆହାକି ଅପୂର୍ବ ଶୋଭା ; ମାଆ ଦଶଭୁଜା ଯତନରେ ସଜା ପଦ୍ମଜା ବୀଭଜା ରମ୍ଭା !! ହେ'ମାଆ ଦୁର୍ଗା ହସିବ ସର୍ବଦା ଭକତିରେ ଶାନ୍ତି ହୋଇ ; ଜଗତର ସୁଖ ତଵ ହସ୍ତେ ନ୍ୟସ୍ତ ପଣତ ଦେବ ଘୋଡ଼େଇ !! ପ୍ରଣତୀ ବୀନତି କରୁଛି ମା'ଆଜି ରଖିବ ଘଣ୍ଟ ଘୋଡ଼େଇ ; ସଂସାରୀ ମଣିଷ ତୁମରି ଭକତ ସର୍ବ ପାପ ଦିଅ ଧୋଇ !! 🌻🐾🌸🌺🥀🌹🌾🌷💐🥁🎺🎸🥁🎻
4.7k views
5 months ago
No more posts
Share on other apps
Facebook
WhatsApp
Copy Link
Delete
Embed
I want to report this post because this post is...
Embed Post