ShareChat
#🙌🏼ଜୟ ଜଗନ୍ନାଥ #🙏🏼ଗୁହାରି ଶୁଣ ଭଗବାନ
jay Sri Krishna 🙏🙏🙏🙏🙏🌺🌺 i #🙌 ଜୟ ଶ୍ରୀକୃଷ୍ଣ
ସାଇ ବାବା #🕉ଓଁ ସାଇରାମ
#🙏ଜୟ ବୀର ହନୁମାନ🙏🏻 #ଧାର୍ମିକ #ରାଧାକୃଷ୍ଣ #🔡ଭକ୍ତି ଷ୍ଟାଟସ #🙏ରାଧେ ରାଧେ🙏
ପର୍ଯ୍ୟାପ୍ତ ଶକ୍ତି ର ଅଧିକାରୀ ହୋଇ ବସିଛ ତୁମେ ତୁନି ରେ ତୁମ ସ୍ୱାଭିମାନ ଗାରିମା କୁ ନେଇ ତୁମ ସୃଷ୍ଟି ପ୍ରଶ୍ନ କରେ.....???? ତ୍ରାହିମାମ... ମଣିମା 🙏🙏 ଏବେ ମଧ୍ୟ ବିଳମ୍ବ ହୋଇନି.... ଯେଉଁ ମାନେ ବିଶ୍ୱ ବ୍ରହ୍ମାଣ୍ଡ ନାୟକ ଶ୍ରୀ ଜଗନ୍ନାଥ ଙ୍କ ଉପରେ କିଛି ବି ସମ୍ବେଦନଶୀଳ ବିଷୟବସ୍ତୁ ବାଢୁଛନ୍ତି ସମୟେ ସଜାଗ ହୋଇ ଜାଅନ୍ତୁ..... କାଳ ର କରାଳ ଗତି ବିଶ୍ୱ କୁ ଅଗୋଚର.... ବେଳ ଥାଉଁ ଡାକ ନୀଳଗିରି ନାଥ ଙ୍କୁ... ଜୟ ଜଗନ୍ନାଥ 🙏🙏🙏🙏 #🙌🏼ଜୟ ଜଗନ୍ନାଥ