@samaja
@samaja

ସମାଜ

ଆମ ସାମାଜିକ ଚାଲିଚଳନ, ଖବର, କଳାକୃତି, ସାହିତ୍ୟ ଓ ପରମ୍ପରା ଓଡ଼ିଆରେ ପଢନ୍ତୁ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରୟାସକୁ ସମ୍ମାନ କରି ସମାଜ ପେଜକୁ ଲାଇକ କରନ୍ତୁ |

ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଆଗତ ମାମଲାର ମୂଳ କାରଣ ଖୋଜିବେ ସୁପ୍ରିମକୋର୍ଟ - Samaja Live
#

🗞ବ୍ରେକିଙ୍ଗ ନ୍ୟୁଜ

ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଆଗତ ମାମଲାର ମୂଳ କାରଣ ଖୋଜିବେ ସୁପ୍ରିମକୋର୍ଟ - Samaja Live
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଆଗତ ଯୌନ ନିର୍ଯାତନା ଏବଂ ଷଡଯନ୍ତ୍ର ନେଇ ଜଣେ ଆଇନଜୀବୀଙ୍କ ଦାବି କରୁଥିବା ଘଟଣାର ମୂଳ କାରଣ ଅନୁଧ୍ୟାନ କରାଯିବ। ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି ଯେ, ସର୍ବୋଚ୍ଚ ନ୍ୟାୟାଳୟ ଭଳି ଅନୁଷ୍ଠାନକୁ ନିନ୍ଦିତ କରିବା ପାଇଁ ଷଡଯନ୍ତ୍ର କଲେ ଏହା ତିଷ୍ଠିବ ନାହିଁ। ଜଷ୍ଟିସ ଆର.ଏଫ ନରିମାନ୍‍ ଏବଂ ଦୀପକ ଗୁପ୍ତାଙ୍କୁ ଏହି ଖଣ୍ଡପୀଠରେ ସାମିଲ କରାଯାଇଛି। ଷଡଯନ୍ତ୍ର …
1.1k views
1 hours ago
କୂଟନୈତିକ ସମ୍ପର୍କର ୭୦ ବର୍ଷ - ପ୍ରଚଳନ ହେଲା ରାମାୟଣ ଆଧାରିତ ସ୍ମରଣୀୟ ଡାକଟିକଟ - Samaja Live
#

🗞ବ୍ରେକିଙ୍ଗ ନ୍ୟୁଜ

କୂଟନୈତିକ ସମ୍ପର୍କର ୭୦ ବର୍ଷ - ପ୍ରଚଳନ ହେଲା ରାମାୟଣ ଆଧାରିତ ସ୍ମରଣୀୟ ଡାକଟିକଟ - Samaja Live
ଇଣ୍ଡୋନେସିଆ: ଭାରତ ସହ ଇଣ୍ଡୋନେସିଆର କୂଟନୈତିକ ସମ୍ପର୍କର ୭୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଇଣ୍ଡୋନେସିଆ ରାମାୟଣ ବିଷୟବସ୍ତୁ ଆଧାରିତ ଏକ ସ୍ମରଣୀୟ ଡାକଟିକଟ ପ୍ରଚଳନ କରିଛି। ମଙ୍ଗଳବାର ଜାକର୍ତ୍ତା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଏହି ଟିକେଟ୍‍ର ଅଳଂକରଣ ଇଣ୍ଡୋନେସିଆର ବିଶିଷ୍ଟ ସ୍ଥପତି ପଦ୍ମଶ୍ରୀ ବପକ୍‍ ୟମନ୍‍ ନୂଆର୍ତା କରିଛନ୍ତି, ଯେଉଁଥିରେ ରାମାୟଣ କଥାବସ୍ତୁରୁ ସୀତାଙ୍କୁ ସୁରକ୍ଷା ଦେବାକୁ ଜଟାୟୁଙ୍କ ଯୁଦ୍ଧର ପ୍ରତିଛବି ରହିଛି। ଜାକର୍ତ୍ତାର ଫିଲାଟେଲି ମ୍ୟୁଜିୟମ୍‍ରେ ଏହି ଡାକଟିକଟ୍‍ର ଏକ ବିଶେଷ ସଂସ୍କରଣ …
1.2k views
2 hours ago

833 views
2 hours ago
ଶ୍ରୀଲଙ୍କା ଆତଙ୍କୀ ଆକ୍ରମଣ: ୯ ସନ୍ଦିଗ୍ଧଙ୍କ ମଧ୍ୟରୁ ୮ ଚିହ୍ନଟ - Samaja Live
#

🗞ବ୍ରେକିଙ୍ଗ ନ୍ୟୁଜ

ଶ୍ରୀଲଙ୍କା ଆତଙ୍କୀ ଆକ୍ରମଣ: ୯ ସନ୍ଦିଗ୍ଧଙ୍କ ମଧ୍ୟରୁ ୮ ଚିହ୍ନଟ - Samaja Live
ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଗତ ରବିବାର ଘଟିଥିବା ଆତଙ୍କୀ ଆକ୍ରମଣର ୯ ଜଣ ଆତ୍ମଘାତୀ ବୋମା ବିସ୍ଫୋରଣକାରୀଙ୍କ ମଧ୍ୟରୁ ୮ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇଛି। ଏହି ଆକ୍ରମଣରେ ୩୯ ଜଣ ବିଦେଶୀଙ୍କ ସମେତ ୩୫୯ ଜଣଙ୍କ ମୃତ୍ୟୁ ଘଟିଛି। ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରୀ ରୁୱାନ୍‍ ବିଜୟବର୍ଦ୍ଦେନା ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି ଆତ୍ମଘାତୀ ବୋମା ବିସ୍ପୋରଣକାରୀମାନେ ୮ଟି ସ୍ଥାନରେ ଆତଙ୍କ ସୃଷ୍ଟି କରିଥିଲେ। ସେ କହିଛନ୍ତି, ଜଣେ ବୋମା ବିସ୍ଫୋରଣକାରୀ ଜାତୀୟ ତୋହିଦ୍‍ ଜମାତ୍‍ ସଙ୍ଗଠନର ନେତା ବୋଲି …
913 views
2 hours ago
ମ୍ୟାଁମାର: ପଥର ଖଣିରେ ଭୂସ୍ଖଳନ, ୫୦ ମୃତ - Samaja Live
#

🗞ବ୍ରେକିଙ୍ଗ ନ୍ୟୁଜ

ମ୍ୟାଁମାର: ପଥର ଖଣିରେ ଭୂସ୍ଖଳନ, ୫୦ ମୃତ - Samaja Live
ମ୍ୟାଁମାର: ମ୍ୟାଁମାରର ଉତ୍ତରାଞ୍ଚଳ କାଇଚେନ ପ୍ରଦେଶର ଏକ ପଥର ଖଣିରେ ଭୂସ୍ଖଳନ ଘଟି ୫୦ ଜଣ ପ୍ରାଣ ହରାଇଛନ୍ତି। ଭୂସ୍ଖଳନ ପରେ ସେଠାରେ ସୃଷ୍ଟ ଏକ ଗର୍ତ୍ତରେ ଖଣିରେ ବିଶ୍ରାମ ନେଉଥିବା ଦୁଇଟି କମ୍ପାନୀର ୫୪ ଜଣ କର୍ମଚାରୀଙ୍କ ସହ ଶ୍ରମିକଙ୍କ ସହିତ ୪୦ଟି ଗାଡ଼ି ପୋତି ହୋଇଯାଇଛି। ମ୍ୟାଁମାର ସୂଚନା ମନ୍ତ୍ରଣାଳୟ ନିଶ୍ଚିତ କରିଛି ଯେ, ଖଣି ଭିତରେ ୫୦ରୁ ଅଧିକ ଲୋକ ଦବି ଯାଇଛନ୍ତି ଏବଂ ସେମାନେ ବଞ୍ଚିଥିବାର କୌଣସି ଆଶା ନାହିଁ। ଉଦ୍ଧାର …
1.3k views
4 hours ago
ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ଅଭିନୟ କରିବେ ଅମିତାଭ୍‍
#

🗞ବ୍ରେକିଙ୍ଗ ନ୍ୟୁଜ

ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ଅଭିନୟ କରିବେ ଅମିତାଭ୍‍ - Samaja Live
ମୁମ୍ବଇ : ବଲିଉଡ଼ ବିଗ୍‍ ବି ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ନଜର ଆସିବେ। ୨୦୧୧ରେ ମୁକ୍ତିଲାଭ କରିଥିବା ହରର୍‍-କମେଡ଼ି ତାମିଲ ଚଳଚ୍ଚିତ୍ର ‘ମୁନୀ ୨: କଞ୍ଚନା’ର ହିନ୍ଦୀ ରିମେକରେ ସେ କିନ୍ନର କଞ୍ଚନା ଭୂମିକାରେ ଅଭିନୟ କରିବେ ବୋଲି ସୂଚନା ମିଳିଛି। ଏଥିରେ ଅକ୍ଷୟ କୁମାରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିିଳିବ। ଯାହା ଉପରେ କଞ୍ଚନାର ଆତ୍ମା ସବାର ହେଉଛି ଓ ନିଜ ମୃତ୍ୟୁର ପ୍ରତିଶୋଧ ନେବା ତା’ର ଲକ୍ଷ୍ୟ ରହିଛି। …
1.6k views
4 hours ago
ଲିବ୍ୟାରୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ୧୭ ନିଯୁକ୍ତ - Samaja Live
#

🗞ବ୍ରେକିଙ୍ଗ ନ୍ୟୁଜ

ଲିବ୍ୟାରୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ୧୭ ନିଯୁକ୍ତ - Samaja Live
ନୂଆଦିଲ୍ଲୀ: ଯୁଦ୍ଧ ବିଧ୍ୱସ୍ତ ଲିବ୍ୟାରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ୧୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏକ ଟ୍ୱଇଟରେ ଏହା କହିଛନ୍ତି। ସେ କହିଛନ୍ତି, ଲିବ୍ୟାରୁ ଭାରତକୁ ଆସିବାପାଇଁ ବହିର୍ଗମନ ଭିସା ଏବଂ ଆବଶ୍ୟକସ୍ଥଳେ ତାହାର ମିଆଦ ପୂରି ଯାଇଥିଲେ ବିକଳ୍ପ ବ୍ୟବସ୍ଥା କରିବାକୁ ଲିବ୍ୟାସ୍ଥିତ ଭାରତୀୟ ଦୂତାବାସକୁ କୁହାଯାଇଛି। ଇତିମଧ୍ୟରେ ସେଠାକାର ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଛି। ତେଣୁ ସେଠାରେ ବସବାସ କରୁଥିବା ଭାରତୀୟମାନେ ଏହି ସୁଯୋଗର ଲାଭ …
1.3k views
4 hours ago
Share on other apps
Facebook
WhatsApp
Copy Link
Delete
Embed
I want to report this post because this post is...
Embed Post
Share on other apps
Facebook
WhatsApp
Unfollow
Copy Link
Report
Block
I want to report because